ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁ ରେ ନୂତନ ତହସିଲଦାର ଙ୍କ ଯୋଗଦାନ

ଡାବୁଗାଁ, ୧/୮ ନବରଙ୍ଗପୁର ଜିଲା ଡାବୁଗାଁ ତହସିଲ ରେ ନୂତନ ତହସିଲଦାର ଭାବେ ଭବାନୀ ଶଙ୍କର ମିଶ୍ର ସୋମବାର ଯୋଗଦାନ କରିଛନ୍ତି | ସେ ପୂର୍ବରୁ କୋରାପୁଟ ଜିଲା ର ଲମତାପୁଟ ବ୍ଲକ ରେ ବିଡିଓ ଭାବେ କାର୍ଯ୍ୟ କରୁଥିଲେ | ଡାବୁଗାଁ ତହସିଲଦାର ସନ୍ଧ୍ୟା ସମରଥ ଲମତାପୁଟ ବିଡିଓ ଭାବେ ବଦଳି ହୋଇଯାଇଛି | ନୂତନ ଭାବେ ଯୋଗ ଦେଇଥିବା ତହସିଲଦାର ଙ୍କ କାର୍ଯ୍ୟ ଦକ୍ଷତା ଆଗାମୀ ଦିନରେ ଡାବୁଗାଁ ବ୍ଲକ ପାଇଁ ଉନ୍ନତିର କାରଣ କରିବା ରେ ସମାର୍ଥୀ ହେବ ବୋଲି ଡାବୁଗାଁ ବାସୀ ଆସ ପ୍ରକଟ କରିଛନ୍ତି |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ପୁଣି ଖଟିଆରେ ବୁହାହେଲେ ପ୍ରସୂତି ମହିଳା

Sunil Chandra Nayak

ରଶ୍ମି ରଞ୍ଜିତା ମିଶ୍ର (ରୋଜି) ଙ୍କ କବିତା ବୋଉ

Sunil Chandra Nayak

କରଂଗାମୁଣ୍ଡା ଠାରେ ଲଗାଣ ବର୍ଷା ରେ ଭାଙ୍ଗିଗଲା ଘର

Sunil Chandra Nayak

Leave a Comment

error: Content is protected !!