ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚୋରୀ ସାମଗ୍ରୀ ଜବତ, ଧରାପଡିଲେ ୩ ନାବାଳକ

ଡାବୁଗାଁ, ୧୪/୯ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ଚୋରୀ ଅଭିଯୋଗରେ ୩ ନାବାଳକ ଙ୍କୁ ଧରିବା ସହ ଚୋରୀ ସାମଗ୍ରୀ କୁ ଜବତ କରିଛି | ସୂଚନାଯୋଗ୍ୟ  ୩୧ଅଗଷ୍ଟ ପୂର୍ବରୁ ଡାବୁଗାଁ ଥାନା ଅଧୀନ ଜୟନ୍ତୀନଗର ଗ୍ରାମର ଶିକ୍ଷକ ଧନଞ୍ଜୟ ବଡଜେନା ଏକ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ପୁରୀ ଜିଲାରେ ଥିବା ନିଜ ପୈତୃକ ଘର କୁ ଯାଇଥିଲେ | ସେଠାରୁ ୩୧ ଅଗଷ୍ଟ ଦିନ ସକାଳୁ ଆସିବା ପରେ ଦେଖିଥିଲେ ନିଜ ଘରର ମୁଖ୍ୟ କବାଟ ର ତାଲା ଭଙ୍ଗା ଯାଇଛି | କବାଟ ଖୋଲି ଘର ଭିତରକୁ ଯାଇ ଦେଖିଥିଲେ ଯେ ଘର ଭିତରେ ବିଭିନ୍ନ ସାମଗ୍ରୀ ଏଣେ ତେଣେ ପଡିଛି | ଘରେ ଥିବା ଏଲଇଡି ଟିଭି-୧ ଟି, ଟେବୁଲ ଫ୍ୟାନ-୧, ଇଣ୍ଡକସନ ଚୁଲା-୧, ସ୍କୁଲ ମନିଟରିଙ୍ଗ ମେସିନ-୧, ଆଇରନ ବକ୍ସ-୧, ଚାର୍ଜ ଲାଇଟ -୧, ପେନଡ୍ରାଇଭ-୧ଟି ଓ ଲୁଗାପଟା ଆଦି ଚୋରୀ ହୋଇଯାଇଛି | ଏନେଇ ଶିକ୍ଷକ ଜଣଙ୍କ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ ମାମଲାର ତଦନ୍ତ କରିଥିଲେ | ତଦନ୍ତ କରିବାରୁ ଏଥିରେ ସମ୍ପୃକ୍ତ ଜୟନ୍ତୀନଗର ଓ ଡାବୁଗାଁ ର ୧୪ ବର୍ଷର ୨ ଜଣ ଓ ୧୫ ବର୍ଷର ୧ ଜଣ ନାବାଳକ ଙ୍କୁ ମଙ୍ଗଳବାର ଧରାଯାଇଥିଲା | ଏହା ସହ ଚୋରୀ ହୋଇଥିବା ସମସ୍ତ ସାମଗ୍ରୀ ଜବତ କରାଯାଇଛି | ବୁଧବାର ୩ ଜଣ ନାବାଳକଙ୍କୁ ନବରଙ୍ଗପୁର ପ୍ରିନ୍ସପାଲ ମାଜିଷ୍ଟ୍ରେଟ ଜୁଭେନାଲ ଜଷ୍ଟିସ ବୋର୍ଡ ନିକଟରେ ହଜାର କରାଯାଇଛି | ଏନେଇ ଥାନା କେସ ନଂ ୧୪୧/୨୨ରେ ଏକ ମାମଲା ରୁଜୁ କରାଯାଇଛି ବୋଲି ଆଇଆଇସି ପ୍ରମୋଦ କୁମାର ନାୟକ ସୂଚନା ଦେଇଛନ୍ତି |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ମଧୁ ବାବୁ ଜୟନ୍ତୀ ଓ    ଓକିଲ ଦିବସ ପାଳିତ

Sunil Chandra Nayak

କବିତା – ମୁଠାଏ ପାଉଁଶ

Sunil Chandra Nayak

ଓଭର ବ୍ରିଜ ପାଇଁ ଆମ୍ବଗୁଡା ଠାରେ ରାସ୍ତା ରୋକ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort