ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟ୍ୟାଙ୍କର ପିଟିଲା ବାଈକ କୁ ଦୁଇ ଗୁରୁତର ଆହତ

ଉତ୍କେଲା,୦୧/୦୮,  ( ମ ନି ସ ) କେସିଙ୍ଗା ଥାନା ଉତ୍କେଲା ପେଟ୍ରୋଲ ପମ୍ପ ନିକଟରେ ଏନ୍ଏଚ୍ ୨୬ ରାଜପଥ ରେ କୁଣ୍ଡାବନ୍ଦ ର ବାପା କ୍ଷମାନିଧି ସାହୁ,(୫୫) ପୁଅ ପିକୁଲ ସାହୁ(୨୮) ବାଇକ ଯୋଗେ ଘରକୁ ଫେରୁଥିବା ବେଲେ ଟ୍ୟାଙ୍କର ଟି ପଛପଟୁ ସେମାନଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତା ରେ ଅମ୍ମ୍ବଲେନସ ଯୋଗେ କେସିଙ୍ଗା ଡାକ୍ତରଖାନା କୁ ପଠାଇଥିଲେ। ପିକୁଲ ର ମୁଣ୍ଡରେ ଓ ଛାତିରେ ମାଡ ହୋଇଥିବା ଯୋଗୁଁ ତାର କେସିଙ୍ଗା ଡାକ୍ତରଖାନାରେ ହୋସ ଆସିନଥିଲା। ତାକୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ  କରାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପୁର୍ବରୁ ଟ୍ୟାଙ୍କର ଡ୍ରାଇଭର ଟି ଫେରାର ମାରିଥିଲା।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ଜନବାଦି ଲୋକମଞ୍ଚ ପକ୍ଷ ରୁ ଆଲୋଚନା ଚକ୍ର

Sunil Chandra Nayak

କଳାହାଣ୍ଡି ପେକ୍ସ ନିର୍ବାଚନରେ ଲାଲୁ – ରାବିଡି ଯୋଡ଼ି ! ଅଞ୍ଚଳରେ ଚର୍ଚ୍ଚାର ବିଷୟ

ଗୋରୁମହିଷାଣୀ ଥାନା:ଆମଦାବେଡା ଗ୍ରାମରେ ଯୁବକର ଝୁଲନ୍ତା ଶବ ପୋଲିସ ଦ୍ବାରା ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!