ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମ ଅଭିଯୋଗ ଶୁଣାଣି

ରାୟଗଡ଼ା:- ୧/୮, ରାୟଗଡ଼ା ଜିଲ୍ଲାପାଲ ସ୍ଵଧା ଦେବସିଂଙ୍କ ଦ୍ଵାରା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦର ମହକୁମା ରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇ ଯାଇଅଛି, ଏହି ଅଭିଯୋଗ ଶୁଣାଣି କାର୍ଯ୍ୟ କ୍ରମରେ ଜିଲ୍ଲାପାଳଙ୍କ ସମେତ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ପିଡ଼ିଡି ଆରଡିଏ ରବି ନାରାୟଣ ତ୍ରୀପାଠୀ, ଉପଜିଲ୍ଲାପାଳ ଭୀମସେନ ଶବରଙ୍କ ସମେତ ରାୟଗଡ଼ା ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ବରିଷ୍ଟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ, ମୋଟ ୬୦ଟି ସାମୁହିକ ରହିଥିଲେ, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୨୫ ହଜାର ଟଙ୍କା ୩ ଜଣଙ୍କୁ ଦିଆଯାଇ ଥିବା ବେଳେ ୨ ଜଣଙ୍କୁ ଜିଲ୍ଲା ରେଡ୍ କ୍ରସ ସଂସ୍ଥାରୁ ୧୦ ହଜାର ଟଙ୍କା ଜିଲ୍ଲାପାଳ ପ୍ରଧାନ କରି ଥିଲେ, ଆଜି ହୋଇ ଥିବା ୬୦ଟି ଅଭିଯୋଗ ଗୁଡ଼ିକର ତୁରନ୍ତ ସମାଧନ କରିବା ପାଇଁ ଜିଲ୍ଲାପାଳ ସ୍ୱଧା ଦେବ ସିଂ ବିଭିପୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ରାୟଗଡ଼ା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ 

Related posts

ଜୁଲାଇ ୮ରେ ମୁକ୍ତିଲାଭ କରିବ “ମାୟାଦର୍ପଣ”

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ପଣା ସଂକ୍ରାନ୍ତି

Sunil Chandra Nayak

ନୂଆଖାଇ ପର୍ବ ମହା ଆଡମ୍ବରରେ ପାଳିତ 

Sunil Chandra Nayak

Leave a Comment

error: Content is protected !!