ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ ର ବୈଠକ

ତେନ୍ତୁଳିଖୁଣ୍ଟି ୦୭/୦୮/୨୨ ଓଡିଶା ସ୍ବାସ୍ଥ୍ୟ ମିିଶନ ପରିଚାଳନା କର୍ମଚାରୀ ସଂଘ ନବରଙ୍ଗପୁର ଶାଖା ର ମାସିକ ବୈଠକ ନବରଙ୍ଗପୁର ଠାରେ ଅନୁଷ୍ଠିତ ହୋଇ ଯାଇଛି।। ସଂଘ କର୍ମଚାରୀ ଙ୍କ ବିଭିନ୍ନ ସମସ୍ୟା ସଂଘ କର୍ମଚାରୀଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ୟ ଆଦି ବିଷୟଗୁଡ଼ିକ ରେ ଆଲୋଚନା କରାଯାଇ ଥିଲା । ସଭା ରେ ସଭାପତି ଜଗନ୍ନାଥ ମିଶ୍ର, ସମ୍ପାଦକ ବିଶ୍ୱଜିତ ସୁନା, କୋଷାଧ୍ୟକ୍ଷ ରଞ୍ଜନ ମିଶ୍ର, ସଂଗ୍ରାମ ପଣ୍ଡା,ଦୁର୍ଗ। ମିଶ୍ର, ସତ୍ଯ ଦାସ, ସୁଧାଂଶୁ ତ୍ରିପାଠୀ , ଶୁଭ ରଞ୍ଜନ ପଟ୍ଟନାୟକ ଓ ଅନ୍ଯ ସଦସ୍ଯ ମାନେ ଉପସ୍ଥିତ ରହିଥିଲେ ।

ତେନ୍ତୁଳିଖୁଣ୍ଟି ରୁୁ ଗୋବର୍ଦ୍ଧନ ସାହୁ ଙ୍କ ରିପୋର୍ଟ 

Related posts

ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ରକ୍ତ ଦାନ ଶିବିର

Sunil Chandra Nayak

ସତ୍ୟ ସାଇ ସେବା ସଂଗଠନ ତରଫରୁ ଅମୃତ ବିନ୍ଦୁ କାର୍ଯ୍ୟକ୍ରମ

ସମାଜସେବା ରେ ସାମାଜିକ ସଂଗଠନ “ସମାଜ ପାଇଁ ସମର୍ପିତ” 

Sunil Chandra Nayak

Leave a Comment

error: Content is protected !!