ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ ର ବୈଠକ

ତେନ୍ତୁଳିଖୁଣ୍ଟି ୦୭/୦୮/୨୨ ଓଡିଶା ସ୍ବାସ୍ଥ୍ୟ ମିିଶନ ପରିଚାଳନା କର୍ମଚାରୀ ସଂଘ ନବରଙ୍ଗପୁର ଶାଖା ର ମାସିକ ବୈଠକ ନବରଙ୍ଗପୁର ଠାରେ ଅନୁଷ୍ଠିତ ହୋଇ ଯାଇଛି।। ସଂଘ କର୍ମଚାରୀ ଙ୍କ ବିଭିନ୍ନ ସମସ୍ୟା ସଂଘ କର୍ମଚାରୀଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ୟ ଆଦି ବିଷୟଗୁଡ଼ିକ ରେ ଆଲୋଚନା କରାଯାଇ ଥିଲା । ସଭା ରେ ସଭାପତି ଜଗନ୍ନାଥ ମିଶ୍ର, ସମ୍ପାଦକ ବିଶ୍ୱଜିତ ସୁନା, କୋଷାଧ୍ୟକ୍ଷ ରଞ୍ଜନ ମିଶ୍ର, ସଂଗ୍ରାମ ପଣ୍ଡା,ଦୁର୍ଗ। ମିଶ୍ର, ସତ୍ଯ ଦାସ, ସୁଧାଂଶୁ ତ୍ରିପାଠୀ , ଶୁଭ ରଞ୍ଜନ ପଟ୍ଟନାୟକ ଓ ଅନ୍ଯ ସଦସ୍ଯ ମାନେ ଉପସ୍ଥିତ ରହିଥିଲେ ।

ତେନ୍ତୁଳିଖୁଣ୍ଟି ରୁୁ ଗୋବର୍ଦ୍ଧନ ସାହୁ ଙ୍କ ରିପୋର୍ଟ 

Related posts

ଯୋରାଡବରା ଛକରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ 

Sunil Chandra Nayak

ଚଢେଇପାହାଡିରେ ଶ୍ରୁଶ୍ରୂଷା ହେଲଥ ରିସର୍ଚ ଫାଉଣ୍ଡେସନ ଆନୁକୁଲ୍ୟରେ ମାଗଣାରେ ଇଲେକ୍ଟ୍ରୋ ହୋମିଓ ଚିକିତ୍ସା ଶିବିର

ଟୀକା ନେଇ ଏକ ମାସ ର ଶିଶୁ ମୃତ

Sunil Chandra Nayak

Leave a Comment

error: Content is protected !!