ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଗାଣ ବର୍ଷା ରେ କାନ୍ଥ ପଡି ମହିଳାଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ସୋଗର ଗ୍ରାମ କବର ସାହିର ରେ ଲଗାଣ ବର୍ଷା ରେ ମାଟି କାନ୍ଥ ପଡି ଜଣେ ଅସହାୟ ମହିଳାଙ୍କ ମୃତ୍ୟୁ ହୋଇଛି |ମୃତ ମହିଳା ଜଣଙ୍କ ହେଉଛନ୍ତି ଗୁନେଇବିଲ ଗାଁ ର ଶାନ୍ତି ଲତା ଭୋଇ |ସୂଚନା ମୁତାବକ ସେ ଦୀର୍ଘ ଦିନ ଧରି ତାଙ୍କ ଭଉଣୀ ଘରେ ରହି ଆସୁଥିଲେ |ଆଜି ଲଗାଣ ବର୍ଷା କାରଣରୁ ସେ ଘରେ ବସି ଥିବା ବେଳେ ମାଟି କାନ୍ଥ ଖସି ପଡିଥିଲା |ତେବେ ଘଟଣା ସ୍ଥଳରେ ହିଂ ତାଙ୍କର ମୃତ୍ୟୁ ହୋଇଛି | ତାଙ୍କୁ ପ୍ରଥମେ ଅଁଳା ବେରେଣୀ ଓ ପରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ କୁ ଶବ ବ୍ୟବଛେଦ ପାଁଇ ପଠାଇଯାଇଛି |ଏ ନେଇ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

 

Related posts

ଦଣ୍ଡମୁକ୍ତ ଅଂଚଳ ରେ ଛାତ୍ର ଙ୍କୁ ଦଣ୍ଡ ଥାନା ରେ ଏତଲା

Sunil Chandra Nayak

ଶ୍ରୀମଦ୍ ଭଗବତ୍ ଗୀତାର ଦ୍ବାଦଶ ଅଧ୍ଯାୟର ସାରକଥା-୧୨

କୂଳପତି ନିର୍ବାଚନ ପାଇଁ କାଶିପଳା ଠାରେ ଆସନ୍ତା ଅପ୍ରିଲ ୩ ତାରିଖ ମହାସଭା

Sunil Chandra Nayak

Leave a Comment

error: Content is protected !!