ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦାନୀ ବୀର ହାରିଶ୍ଚନ୍ଦ୍ର ଯୋଜନା ରେ ଦୁଇ ହଜାର ଟଙ୍କା ସହାୟତା

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଲଷ୍ମୀପୁର ଗ୍ରାମ ର ଡୋଳାମଣି ବାରିକ ଙ୍କ ଅକାଳ ବିୟୋଗ ଗତ ଅଗଷ୍ଟ 12 ତାରିଖ ଦିନ ହୋଇଥିଲା । ବରଗାଁ ସରପଞ୍ଚ ଗୋବିନ୍ଦ ବିହାରୀ ବାରିକ ଲଷ୍ମୀପୁର ଗ୍ରାମ ରେ ପହଞ୍ଚି ସ୍ୱର୍ଗତ ଡୋଳାମଣି ବାରିକ ଙ୍କ ସହ ଧର୍ମିଣୀ ଙ୍କୁ ଦାନିବୀର ହାରିଶ୍ଚନ୍ଦ୍ର ଯୋଜନା ରେ ଦୁଇ ହଜାର ଟଙ୍କା ପ୍ରଦାନ କରିଥିଲେ । ତାଙ୍କ ସାଙ୍ଗରେ ବରଗାଁ ଗ୍ରାମ ପଞ୍ଚାୟତ ର ଚତୁର୍ଥ କର୍ମଚାରୀ ରକ୍ଷ ରାଉତ ଉପସ୍ଥିତ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ପରିବାର

ନର୍ଲାବ୍ଳକ ଡ୍ରାଇଭର ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ରାଲି

Sunil Chandra Nayak

ଦାବୀ ପୂରଣ ନହେଲେ ଆନ୍ଦୋଳନ ର ଚେତାବନୀ ଦେଲେ ବିସ୍ଥାପିତ ଜନ ପ୍ରତିନିଧି 

Sunil Chandra Nayak

Leave a Comment

error: Content is protected !!