ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମା କୁ ଦେଖିବାକୁ ଯିବାବେଳେ ଅଘଟଣ , ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଦୁଇ ଗୁରୁତର

କାମାକ୍ଷାନଗର_ତା ୧୮/୦୮/୨୨ ମେଡିକାଲରେ ଚିକିତ୍ସା ହେଉଥିବା ମାଆକୁ ଦେଖିବାକୁ ଯାଉଥିବା ବେଳେ ହେଲା ଅଘଟଣ। ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଶଳା ଭିଣେଇ ଉଭୟେ ଗୁରୁତର। ଗୁରୁତର ଦ୍ବୟ ହେଲେ କାମାକ୍ଷାନଗର ଥାନା ବଡମୁକ୍ତାପଶି ଗ୍ରାମର ମୋହନ ନାୟକଓ ପ୍ରଶାନ୍ତ ପ୍ରଧାନ । ସୁଚନା ମୁତାବକ ଆଜି ଅପରାହ୍ନରେ ଦୁଇଭାଇ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସତ ହେଉଥିବା ମାଆକୁ ଦେଖିବା ପାଇଁ ଯାଉଥିଲେ। ଯିବା ବେଳେ NH ୫୩ ଶୁଆଁଳ ଗ୍ରାମ ଛକ ନିକଟରେ ଭାରସମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଗୁରୁତର ଅବସ୍ଥାରେ ପଡି ରହିଥିଲେ। ସ୍ଥାନୀୟ ଲୋକେ ଉଭୟ ଙ୍କୁ ଉଦ୍ଧାର କରି ଅଟୋ ଯୋଗେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରତିନାରାୟଣ ରାଉତ ଙ୍କ କବିତା ବିଷୁବ ସଂକ୍ରାନ୍ତି 

Sunil Chandra Nayak

ମହାଭାରତ କଥା……..୮

ଟେମରି ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ସମ୍ବର୍ଦ୍ଧନା ଉତ୍ସବ

Sunil Chandra Nayak

Leave a Comment

error: Content is protected !!