ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉଦିୟମାନ ଯୁବନେତା ମଣ୍ଟୁ ନାଏକ ହେଲେ ବିଜୁ ଯୁବ ଜନତା ଦଳ ର ରାଜ୍ୟ ବରିଷ୍ଠ ଉପ ସଭାପତି

ଭବାନୀ ପାଟଣା -: ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଯୁବ ଜନତା ଦଳ ତାର ପରିବର୍ଦ୍ଧିତ କମିଟିକୁ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ନୂତନ ରାଜ୍ୟ କର୍ମକର୍ତ୍ତାଙ୍କ ନାମ ରାଜ୍ୟ ଯୁବ ସଭାପତି ଡ଼ ବ୍ୟୋମକେଶ ରାୟ ଘୋଷଣା କରିଛନ୍ତି। ଏହି କମିଟିରେ କଳାହାଣ୍ଡି ଜିଲ୍ଲାର ଉଦିୟମାନ ଯୁବନେତା ମଣ୍ଟୁ ନାଏକଙ୍କୁ ରାଜ୍ୟ ବରିଷ୍ଠ ଉପ ସଭାପତି ପଦବୀକୁ ପଦୋନ୍ନତି କରାଯାଇଛି।ଏଠାରେ ସୁଚନା ଯୋଗ୍ୟ ଯେ   ପୂର୍ବ କମିଟିରେ ଶ୍ରୀ ନାଏକ ରାଜ୍ୟ ଉପ ସଭାପତି ପଦବୀ ରେ ରହିଥିଲେ କିନ୍ତୁ  ଏଥର ତାଙ୍କୁ ବରିଷ୍ଠ ଉପ ସଭାପତି ଭାବରେ  ଦାୟିତ୍ଵ ମିଳିଥିବାରୁ ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଭବାନୀ ପାଟଣା ରୁ କିଶନ ଶର୍ମା ଙ୍କ ରିପୋର୍ଟ 

Related posts

ରାଜପୁର ଅମୃତ ଧାରା ଅଚଳ, ମିଳୁନି ପିଇବା ପାଣି

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଅମୃତର ସପନ

Sunil Chandra Nayak

ଗୋତୋମୁଣ୍ଡାରେ ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣିଙ୍କ ଦଣ୍ଡପାଟ ଦଶରା ଉଦଯାପିତ

Sunil Chandra Nayak

Leave a Comment

error: Content is protected !!