ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡି ସି ସି ପ୍ଲେ ସ୍କୁଲ ଉଦ୍ଘାଟିତ

ଢ଼େଙ୍କାନାଳ ଭାଗିରଥି ସାଗର କୂଳରେ ସଚେତନ ନାଗରିକ ଫୋରମ୍ ପକ୍ଷରୁ ଗତ କାଲି ନୂତନ କରି ଡି ସି ସି ପ୍ଲେ ସ୍କୁଲ ଉଦ୍ଘାଟିତ ହୋଇଯାଇଛି l ଏହାକୁ ଉଦ୍ଘାଟିତ କରିଥିଲେ ଭାନୁ ବାଳl ପଣ୍ଡା ,ମୁଖ୍ୟ ଅତିଥି ଭାବରେ ସାଂସଦ ମହେଶ ସାହୁ,ସଭାପତି ଦିପ୍ତିଶି ପ୍ରସାଦ ପଟ୍ଟନାୟକ,କାର୍ଯ୍ୟକାରିଣୀ ସଭାପତି ସୁରେନ୍ଦ୍ର ମିଶ୍ର, ପ୍ରିନ୍ସିପାଲ୍ ପଙ୍କଜ କୁମାର ସାହୁ, ଫୋରମ ସମ୍ପାଦକ ଭାରତ କୁମାର ଦାସ,ଟାଉନ ସଭାପତି ଅମରେନ୍ଦ୍ର ସାହୁ,ଉପ ସଭାପତି ଓ ଆଇନଜୀବି ଅମ୍ବିକା ପ୍ରସାଦ ମିଶ୍ର ଓ ସମସ୍ତ କର୍ମକର୍ତ୍ତା ଙ୍କ ଉପସ୍ଥିତିରେ ଏହି ପ୍ଲେ ସ୍କୁଲ ଉଦ୍ଘାଟନ ହୋଇଥିଲା ।ଉକ୍ତ ବିଦ୍ୟାଳୟ ର ଭବିଷ୍ୟତ ଉଜ୍ଜଳ ବୋଲି ସାଂସଦ କହିଥିଲା । ଏହି ସ୍କୁଲ ରେ ଅଳ୍ପ ଖର୍ଚରେ ପିଲାମାନେ ପଢ଼ି ପାରିବେ ବୋଲି ସଭାପତି କହିଛନ୍ତି ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ମାଗୁ ଅଛି ପ୍ରଭୁ ଶରଣ

Sunil Chandra Nayak

ମ.ରାମପୁର ରେ ରଥ ଯାତ୍ରା

ଲଗାଣ ବର୍ଷାରେ ବହୁ ଘର ଓ ଦୋକାନରେ ପସିଲା ପାଣି

Sunil Chandra Nayak

Leave a Comment

error: Content is protected !!