ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ରାତିଅଧିଆ ଭିଜିଲାନ୍ସ ରେଡ

 ଭବାନୀପାଟଣା -: ସଗଡା଼ ବନବିଭାଗ ର ଫରେଷ୍ଟର ଯୋଗେନ୍ଦ୍ର ମାଝୀ 2 ଲକ୍ଷ ନେଇ ନିଜ ଗାଁ କୁ ଗଲାବେଳେ ଭବାନୀପାଟଣା ଇରିଗେଶନ ଛକ ଠାରେ କଳାହାଣ୍ଡି ମାଲନକାନଗିରି ଓ କୋରାପୁଟ ଭିଜିଲାନ୍ସ ଟିମ ଖବର ପାଇ ଏକାକାଳୀନ ଚଢ଼ାଉ କରିଥିଲେ ଫଳରେ ଫରେଷ୍ଟର ମାଝୀଙ୍କ ଠାରୁ 2ଲକ୍ଷ ଜବତ କରି ଭବାନୀପାଟଣା ଭିଜିଲାନ୍ସ ଅଫିସ କୁ ଆଣି ପଚରା ଉଚରା ଜାରି ରଖିଥିବା ଜଣା ଯାଇଛି। ପୂର୍ବରୁ ମଧ୍ୟ ତାଙ୍କ ନାଁ ରେ ବିଭିନ୍ନ ଅଭିଯୋଗ ଥିବା ସୂଚନା ମିଳିଛି ।

ରଜନୀ କାନ୍ତ ମିଶ୍ର ଙ୍କ ରିପୋର୍ଟ୍ 

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଏହିତ ବିଚିତ୍ର ସୃଷ୍ଟି

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଶବ୍ଦ ତୁମେ

Sunil Chandra Nayak

କୋକସରା ରେ ଯୋଗଦେଲେ ନୂତନ ବିଡ଼ିଓ

Sunil Chandra Nayak

Leave a Comment

error: Content is protected !!