ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବ ନିର୍ମିତ ରାଇରଙ୍ଗପୁର ଗ୍ରାମାଞ୍ଚଳ ଓ ନୂଆଗାଁ ରାଜସ୍ବ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କଠାରେ ଦ୍ବାରସ୍ଥ 

  ମୟୂରଭଞ୍ଜ -୧୨/୦୯/୨୦୨୨(ମସିହା) ଆଜି ମୟୂରଭଞ୍ଜ ଜିଲାପାଳଙ୍କୁ ରାଇରଙ୍ଗପୁର ତହସିଲ ଅନ୍ତର୍ଗତ ନୁତନ ନବନିର୍ମିତ ରାଇରଙ୍ଗପୁର ଗ୍ରାମାଞ୍ଚଳର ରାଜସ୍ୱ ବିଭାଗୀୟ କାର୍ୟାଳୟ ଓ ନୁଆଁଗାଁ ରାଜସ୍ବ ବିଭାଗୀୟ କାର୍ୟାଳୟକୁ ଅବିଳମ୍ବେ କାର୍ୟାକାରୀ କରିବା ନିମନ୍ତେ ଦୁଇଟି ପଞ୍ଚାୟତ ପୁରଣାପାଣି ଏବଂ ହଳଦା ପଞ୍ଚାୟତର ଗ୍ରାମବାସୀଙ୍କ ଦ୍ଵାରା ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା, ଏହି ଅଭିଯୋଗକୁ ଗୁରୁତ୍ୱ ଦେବା ସହିତ, ଏକ ମାସ ଭୀତରେ ଉକ୍ତ ଗଠିତ ରାଜସ୍ବ କାର୍ୟାଳୟ ଗୁଡ଼ିକୁ କାର୍ୟକ୍ଷମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।। ଏହି ପ୍ରତିନିଧି ଦଳର ନେତୃତ୍ବ ଶ୍ରୀ କାଳିଚରଣ ଟୁଡୁ, ଶ୍ରୀ ସାଲୁ କିସ୍କୁ, ଦୁଖୁରାମ ବେସ୍ରା, ହାଜାମ ଚରଣ ବେସ୍ରା , ସୁନ୍ଦରମୋହନ ଟୁଡୁ ,ରଘୁନାଥ ହା°ସଦା, ସିମଲ ମାଝୀ ଓ ଉତରା ମାର୍ଣ୍ଡି ଉପସ୍ଥିତ ଥିଲେ ।।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମା ପେନ୍ଦ୍ରାଣୀ ଦେବୀଙ୍କ ଦଶହରା ପର୍ବ ଅନୁଷ୍ଠିତ

Sunil Chandra Nayak

ଅବ୍ୟବସ୍ଥା ଘେରରେ ଅଙ୍ଗନବାଡ଼ି କେନ୍ଦ୍ର, ଦାବି ସତ୍ବେ ନିଜସ୍ଵ ଗୃହ କେବେ?

Sunil Chandra Nayak

ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କଁହର ଙ୍କୁ ସମ୍ବର୍ଦ୍ଧନା , ପବ୍ଲିକ ସ୍କୁଲ ପରିସରରେ ବୃକ୍ଷ ରୋପଣ 

Sunil Chandra Nayak

Leave a Comment

error: Content is protected !!