ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୋଡ଼ାଲ ସରକାରୀ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ରେ ପୋଷାକ ବଣ୍ଟନ

 ନବରଙ୍ଗପୁର ୧୨/୯(ମନିସ) ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ୍ ତାରାଗାଁ ନୋଡାଲ ସରକାରୀ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ଠାରେ ଆଜି ନୂତନ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ହରେସ୍ ଚନ୍ଦ୍ର ମହାନ୍ତି, ଙ୍କ ଅଧ୍ୟକ୍ଷତା ଶୁଭାରମ୍ଭ ହୋଇଥିଲା ସହକାରୀ ଶିକ୍ଷୟତ୍ରୀ ମିନତି ଦାସ୍, ଅଞ୍ଜଳି ପଣ୍ଡା, କାଦମ୍ବିନୀ ଖରା, ସହକାରୀ ଶିକ୍ଷକ ଅସୀମ ବେଣୁ। ପ୍ରମ୍ମଖ୍ ଉପସ୍ଥିତ ଥାଇ ବଣ୍ଟନ କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚନ୍ଦ୍ର ଶେଖର ସେଠୀଆ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଅଭିଭାବକ ମାନେ ନିଜ ନିଜ ପିଲାମାନଙ୍କୁ ପ୍ରତ୍ୟେକ ଦିନ ସଫା ପୋଷାକ ପିନ୍ଧି ବିଦ୍ୟାଳୟ ପଠାଇ ବାକୁ ପରାମର୍ଶ ଦେଇଥିଲେ। ସଭ୍ୟ ଜୁଲେସ ଵାଘ୍, ବନମାଳୀ ବେଶ୍ରା, ସଭ୍ୟା କରିଷ୍ମା ସେଠୀଆ, ଗାୟତ୍ରୀ ବିଷୋୟୀ, ସୁମିତା ବିଷୋୟୀ, ଗୀତା ଭକ୍ତ, ପୁର୍ବତନ ସଭାପତି ସୁବାଷ ଭକ୍ତ ସମେତ ଅଭିଭାବକ ମାନେ ଅଂଶ ଗ୍ରହଣ କରିଥିଲେ। ସର୍ବମୋଟ ୪୭୯ଛାତ୍ର ଛାତ୍ରୀ କୁ ନୂତନ ପୋଷାକ ବଣ୍ଟନ କରାଯାଇଥିବା ସୂଚନା ମିଳିଛି।ନୂତନ ପୋଷାକ ପାଇବା ପରେ ଛାତ୍ର ଛାତ୍ରୀ ମାନେ ଖୁସି ହୋଇଥିବା ଦେଖିବାକୁ ମିଳିଥିଲା।

ନବରନ୍ହପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ବାଲାଜି ସେଠୀ ଙ୍କ କବିତା ପ୍ରାରବ୍ଧ ପ୍ରାଚୀର ପ୍ରତୀକ୍ଷା 

Sunil Chandra Nayak

ଜୁନାଗଡ଼ରେ ଲୟର୍ସ ଡେ ପାଳିତ

Sunil Chandra Nayak

ଚକଡ଼ା ରୋଗପୋକ ରେ କ୍ଷତିଗ୍ରସ୍ତ ଚାଷୀ ତହସିଲଦାର ଓ କୃଷି ଅଧିକାରୀଙ୍କୁ ଭେଟି କ୍ଷତିପୂରଣ ପାଇଁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!