ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୋଖରୀ ରେ ବୁଡି ନାବାଳକ ମୃତ

 ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣି ରେ ଆଜି ଏଭଳି ଅଘଟଣ ଦେଖିବାକୁ ମିଳିଛି l ସୂଚନା ଅନୁଯାଇ ଅଁଳାବେରେଣି ଯୁଆଙ୍ଗ ସାହି ର ବିଭୁତି ପ୍ରଧାନ ଙ୍କ ପୁଅ ପ୍ରଭାକର ପ୍ରଧାନ (10) ସାଙ୍ଗ ମାନଙ୍କ ସହିତ ଗାଁ ପୋଖରୀ କୁ ଗାଧୋଇବାକୁ ଯାଇଥିଲେ l ସାଙ୍ଗମାନଙ୍କ ସହିତ ଗାଧୋଇବା ସମୟ ରେ ସେ ପୋଖରୀ ରେ ବୁଡି ଯାଇଥିଲେ l ଏହା ଦେଖି ସାଙ୍ଗମାନେ ତାଙ୍କ ଘର ଲୋକଙ୍କୁ ଡାକିବାକୁ ଗଲେ l ଗ୍ରାମବାସୀ ଓ ଘର ଲୋକ ପ୍ରଭାକର ଙ୍କୁ ଉଦ୍ଧାର କରି ତୁରନ୍ତ ଅଁଳାବେରେଣି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ l ସେଠି ଡାକ୍ତର ଅର୍ଚନା ସାହୁ ତାଙ୍କୁ ମୃତ ଘୋଷଣା କରିଥିଲେ l

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

କମି ଆସିଲାଣି କାଠ ଗଣ୍ଡିରେ ହେଉଥିବା ପାରମ୍ପାରିକ ଧାନ ମଳା ପଦ୍ଧତି

Sunil Chandra Nayak

ଶିକ୍ଷୟତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!