ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇଘର ବ୍ଲକ ରେ ନୂତନ ବିଡ଼ିଓ ଙ୍କ ଯୋଗଦାନ

ରାଇଘର, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ରେ ବୁଧବାର ଦିନ ନୂତନ ବିଡ଼ିଓ ଭାବେ ଶ୍ରୀ ଦେବାଶିଷ କର ଯୋଗଦେଇଛନ୍ତି। ପୂର୍ବରୁ ରାଇଘର ବ୍ଲକ ରେ ଅବସ୍ଥାପିତ ଥିବା ଦେବେନ୍ଦ୍ର ବଳ ଙ୍କୁ ଧର୍ମଶାଳା ବ୍ଲକ କୁ ବଦଳି ହେବା ପରେ ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ବିଜୟ କୁମାର ସେଠୀ ଦାୟିତ୍ୱରେ ଥିଲେ। ବର୍ତ୍ତମାନ ଦେବାଶିଷ କର କାଶିପୁର ବ୍ଲକ ରୁ ରାଇଘର ବ୍ଲକ ରେ ଆସି ଯୋଗଦାନ ପରେ ବ୍ଲକ ପ୍ରଶାସନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିବା ଦେଖିବାକୁ ମିଳିଛି।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ

Related posts

କବିତା – ଆମ ଉତ୍କଳ

Sunil Chandra Nayak

ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ସୁରେନ୍ଦ୍ର ମହାନ୍ତି ଜନ୍ମ ଶତବାର୍ଷିକୀ ପାଳିତ

Sunil Chandra Nayak

ଆଜି ଉତ୍କଳ ଗୌରବ ମଧୁ ବାବୁ ଙ୍କୁ ସ୍ମରଣ କରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଥଣ୍ଡା ପାନୀୟ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!