ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଧଡ଼କ ବାଲି ଚୋରା ଚାଲାଣ

ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ସନ୍ନିକଟ ଦେଇ ବୋହି ଯାଉଥିବା ଚିରସ୍ରୋତା ରାମିଆଳ ନଦୀରୁ ବେଧଡକ ବାଲି ଚୋରାଚାଲାଣ ହେଉଥିବା ଯୋଗୁଁ ବ୍ୟାପକ ରାଜସ୍ବ ହାନି ଘଟୁଛି।ରାମିଆଳ ନଦୀ ବାଲି ମାଫିଆଙ୍କର ଏବେ ଭୁସ୍ୱର୍ଗ ପାଲଟିଛି କାମାକ୍ଷାନଗର ନିକଟବର୍ତ୍ତୀ ରାମିଆଳ ନଦୀରୁ ବେଧଡ଼କ ଚୋରାରେ ବାଲି ଚାଲାଣ ହେଇ ଆସୁଛି l କାମାକ୍ଷାନଗର ସହରର ଆଲତୁମା ଠାରୁ ରେକୁଳା ,ବାଲିଗୋରଡ଼ ,ବଡ଼ସୁଆଁଳୋ,ମଠକରଗୋଳା ଦେଇ ଭୁବନ ପର୍ଯ୍ୟନ୍ତ ରାମିଆଳ ନଦୀରୁ ଚୋରାରେ ବାଲି ଦୈନିକ ସହ ସହ ଟ୍ରାକ୍ଟର, ଟ୍ରକ, ଆଦି ଗାଡ଼ିରେ ଉଠାଉଥିବାର ଦେଖାଯାଉଛି l ଫଳରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ରାଜସ୍ବ ହାନି ହେଉଛି l ଏହି ଅଭିଯୋଗ କ୍ରମେ ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ ଏ ସଂକ୍ରାନ୍ତରେ ତହସିଲଦାରଙ୍କୁ ବାଲି ଗାଡି ଧରିବା ଦିଗରେ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦେଇଥିବାର ପ୍ରକାଶ କରିଛନ୍ତି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ : ମସିହା ନିଉଜ୍

Related posts

ଶ୍ୱଶୁର-ବୋହୂ କଳିର କରୁଣ ପରିଣତି – ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ , ଶ୍ବଶୁର ଟାଙ୍ଗିଆ ଚୋଟରେ ବୋହୁ ଗୁରୁତର

Sunil Chandra Nayak

ନବରଙ୍ଗପୁର ବିଧାୟକ ଓ ବିଡ଼ିଓ ତୃତୀୟ ପର୍ଯ୍ୟାୟ ରେ ରୂପାନ୍ତରିତ ହେବାକୁଥିବା ଉଚ୍ଚ ବିଦ୍ୟାଳୟ ସ୍ଥିତି ପରଖିଲେ ଓ ଏସ ଏମ ସି ସହ ଆଲୋଚନା

Sunil Chandra Nayak

କିଛିଦିନ ବ୍ୟବଧାନ ରେ ଦେଖିବାକୁ ମିଳିଛି  ମାଓ  ବେନର 

Sunil Chandra Nayak

Leave a Comment

error: Content is protected !!