ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଧଡ଼କ ବାଲି ଚୋରା ଚାଲାଣ

ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ସନ୍ନିକଟ ଦେଇ ବୋହି ଯାଉଥିବା ଚିରସ୍ରୋତା ରାମିଆଳ ନଦୀରୁ ବେଧଡକ ବାଲି ଚୋରାଚାଲାଣ ହେଉଥିବା ଯୋଗୁଁ ବ୍ୟାପକ ରାଜସ୍ବ ହାନି ଘଟୁଛି।ରାମିଆଳ ନଦୀ ବାଲି ମାଫିଆଙ୍କର ଏବେ ଭୁସ୍ୱର୍ଗ ପାଲଟିଛି କାମାକ୍ଷାନଗର ନିକଟବର୍ତ୍ତୀ ରାମିଆଳ ନଦୀରୁ ବେଧଡ଼କ ଚୋରାରେ ବାଲି ଚାଲାଣ ହେଇ ଆସୁଛି l କାମାକ୍ଷାନଗର ସହରର ଆଲତୁମା ଠାରୁ ରେକୁଳା ,ବାଲିଗୋରଡ଼ ,ବଡ଼ସୁଆଁଳୋ,ମଠକରଗୋଳା ଦେଇ ଭୁବନ ପର୍ଯ୍ୟନ୍ତ ରାମିଆଳ ନଦୀରୁ ଚୋରାରେ ବାଲି ଦୈନିକ ସହ ସହ ଟ୍ରାକ୍ଟର, ଟ୍ରକ, ଆଦି ଗାଡ଼ିରେ ଉଠାଉଥିବାର ଦେଖାଯାଉଛି l ଫଳରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ରାଜସ୍ବ ହାନି ହେଉଛି l ଏହି ଅଭିଯୋଗ କ୍ରମେ ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ ଏ ସଂକ୍ରାନ୍ତରେ ତହସିଲଦାରଙ୍କୁ ବାଲି ଗାଡି ଧରିବା ଦିଗରେ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦେଇଥିବାର ପ୍ରକାଶ କରିଛନ୍ତି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ : ମସିହା ନିଉଜ୍

Related posts

ଶକ୍ତିଦା ବିଷୋୟୀ ଙ୍କ କବିତା ଅକ୍ଷୟ ତୃତୀୟା

ଖଡ଼ିଆଳ – ମତ ଦାନ ଶାନ୍ତି ପୂର୍ଣ

Sunil Chandra Nayak

ବୋଡ଼େନ ବ୍ଲକ ରେ ଅନ୍ତିମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ପୋଲିଙ୍ଗ ପାର୍ଟିଙ୍କୁ ବୁଥ ପଠାଇବା ବ୍ୟବସ୍ଥା

Sunil Chandra Nayak

Leave a Comment

error: Content is protected !!