ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରଂକ୍ଷିତ ଜଙ୍ଗଲ ଜମି ରୁ ଉଛେଦ ହେଲା ଖଣ୍ଡିଆ ବାବାଙ୍କ ବେଆଇନ ଆଶ୍ରମ

ଢେଙ୍କାନାଳ ବନଖଣ୍ଡ ମୁକ୍ତାପଶି ଫରେଷ୍ଟ ସେକ୍ସନ କଙ୍କିଳି କୁଣ୍ଡ ଖୋଲ ସରଂକ୍ଷିତ ଜଙ୍ଗଲ ଜମି ରେ ଥିବା ଖଣ୍ଡିଆ ବାବା ଙ୍କ ବେଆଇନ ଆଶ୍ରମକୁ ଆଜି ଉଛେଦ କଲା ବନ ବିଭାଗ | ସୂଚନା ମୁତାବକ ଏଠାରେ ପ୍ରାୟ ଦୁଇ ବର୍ଷ ହେଵ ଖଣ୍ଡିଆ ବାବା ଏକ ବେଆଇନ ଆଶ୍ରମ କରି ନିଜର କାୟା ବିସ୍ତାର କରି ଆସୁଥିଲେ |ତେବେ ଏ ନେଇ ଅଭିଯୋଗ ହେବା ପରେ ଉକ୍ତ ବାବା ଙ୍କୁ କିଛିଦିନ ତଳେ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ, ଆଜି ସେଠାରେ ଥିବା ବେଆଇନ ଆଶ୍ରମକୁ ପ୍ରଶାସନ ସମ୍ପୂର୍ଣ ଭାଙ୍ଗି ଦେଇଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ଙ୍କ ରିପୋର୍ଟ

Related posts

ଦେଣ୍ଡୋଗୁଡା ଜଙ୍ଗଲରେ ନିଆଁ, କାବୁ କଲେ ବନ କର୍ମଚାରୀ

Sunil Chandra Nayak

ଗୋଷ୍ଠୀ ସଂର୍ଘସ ରେ ଦୁଇ ଆହତ ୩ ଅଟକ

Sunil Chandra Nayak

ବାଇକରୁ ପଡି ଅଧ୍ୟାପକ ଗୁରୁତର

Sunil Chandra Nayak

Leave a Comment

error: Content is protected !!