ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟାଟା ଷ୍ଟିଲ ସମ୍ମୁଖରେ ଅନିୟନ୍ତ୍ରିତ ଟ୍ରାଫିକ ବ୍ୟବସ୍ଥା: ୭ ଗାଈ ମୃତ

ଢେ଼ଙ୍କାନାଳ (ମ ନି ସ)୦୮/୧୦_ଆଜି ସକାଳୁ ସକାଳୁ ଟାଟା ଷ୍ଟିଲ, ମେରାମଣ୍ଡଳୀ କାରଖାନା ଫାଟକ ସମ୍ମୁଖରେ ଏକା ବେଳକେ ମୃତ୍ୟୁ ବରଣ କରିଛନ୍ତି ଗୋଟିଏ ବଳଦ, ୩ ଗାଈ, ଓ ୩ ଟି ଷଣ୍ଢ lଜାତୀୟ ରାଜପଥ ୫୫ରେ ବେପରୁଆ ଯାନ ବାହନ ଚଳାଚଳ ଓ ଟ୍ରାଫିକ ବ୍ୟବସ୍ଥା ନ ଥିବାରୁ ଏଇପରି ଦୁର୍ଘଟଣା ହେଇଛି ବୋଲି ଜନସାଧାରଣ କହୁଛନ୍ତି।ଏହି ପରିପ୍ରେକ୍ଷୀରେ ୭ ଗୋଟି ଶବ କୁ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହାୟତା ରେ ଟ୍ରଲ୍ରର ଓ ଜେ କି ବି ସହାୟତା ରେ ଉଠାଯାଇ ବିଧି ବିଧାନ ମୁତାବକ ଶବ ସତ୍କାର କରାଯାଇଅଛି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ନନ୍ଦର ଘରେ ଆନନ୍ଦ ହସନ୍ତି କଳା ଗୋବିନ୍ଦ

Sunil Chandra Nayak

ସର୍ପାଘାତରେ ଶିଶୁକନ୍ୟା ସୁଚିତ୍ରା ମୃତ

ରୁପ୍ରାରେ ସମ୍ବାଦ ସାହିତ୍ୟଘର  ତରଫରୁ ବୃକ୍ଷରୋପଣ

Leave a Comment

error: Content is protected !!