ଢେ଼ଙ୍କାନାଳ (ମ ନି ସ)୦୮/୧୦_ଆଜି ସକାଳୁ ସକାଳୁ ଟାଟା ଷ୍ଟିଲ, ମେରାମଣ୍ଡଳୀ କାରଖାନା ଫାଟକ ସମ୍ମୁଖରେ ଏକା ବେଳକେ ମୃତ୍ୟୁ ବରଣ କରିଛନ୍ତି ଗୋଟିଏ ବଳଦ, ୩ ଗାଈ, ଓ ୩ ଟି ଷଣ୍ଢ lଜାତୀୟ ରାଜପଥ ୫୫ରେ ବେପରୁଆ ଯାନ ବାହନ ଚଳାଚଳ ଓ ଟ୍ରାଫିକ ବ୍ୟବସ୍ଥା ନ ଥିବାରୁ ଏଇପରି ଦୁର୍ଘଟଣା ହେଇଛି ବୋଲି ଜନସାଧାରଣ କହୁଛନ୍ତି।ଏହି ପରିପ୍ରେକ୍ଷୀରେ ୭ ଗୋଟି ଶବ କୁ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହାୟତା ରେ ଟ୍ରଲ୍ରର ଓ ଜେ କି ବି ସହାୟତା ରେ ଉଠାଯାଇ ବିଧି ବିଧାନ ମୁତାବକ ଶବ ସତ୍କାର କରାଯାଇଅଛି।
ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍