ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ରେ ରବି ଋତୁ ଧାନ ସଂଗ୍ରହ ମଣ୍ଡି ଆରମ୍ଭ

କଳାହାଣ୍ଡି ଜିଲ୍ଲାରେ ଆଜି ଠାରୁ ରବି ଋତୁ ଡାଲୁଅ ଧାନ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ପକ୍ଷରୁ ମଣ୍ଡି ଆରମ୍ଭ ହୋଇଛି। ଜିଲ୍ଲାର କଲମପୁର ଠାରେ ପ୍ରଶାସନ ପକ୍ଷରୁ ମଣ୍ଡି ଉଦଘାଟନ ହୋଇଛି। ଏହି ଅବସରରେ ଧର୍ମଗଡ ବିଧାୟକ ମୌଷଧି ବାଗ, ଜିଲ୍ଲା ଯୋଗାଣ ଅଧିକାରୀ,ଉପଖଣ୍ଡ ଯୋଗାଣ ଅଧିକାରୀ, ମୁଖୀଗୁଡା ନିୟନ୍ତ୍ରିତ ବଜାର କମିଟି ଅଧିକାରୀ ଉପସ୍ଥିତ ରହିଥିଲେ। ଚଳିତ ରବି ମଣ୍ଡି ରେ ୧୦୨ ମଣ୍ଡି ଜରିଆରେ ଧାନ କ୍ରୟ ହେବ ଓ ୧୮ ଲକ୍ଷ କ୍ୱିଣ୍ଟାଲ ଧାନ କ୍ରୟ ପାଇଁ ଧାର୍ଯ୍ୟ ରହିଥିବା ବେଳେ ଚଳିତ ବର୍ଷ ଦକ୍ଷିଣ କେନାଲ ରେ ପାଣି ଯୋଗାଣ ବନ୍ଦ ରହିଥିବା ଯୋଗୁ ଧାର୍ଯ୍ୟ ଠାରୁ ଧାନ କ୍ରୟ କମିବ ବୋଳି ଜିଲ୍ଲା ଯୋଗାଣ ଅଧିକାରୀ ସୁଚନା ଦେବା ସହ ମଣ୍ଡି ରେ ଧାନ ବିକ୍ରି ପାଇଁ ଚାଷୀ ଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ପ୍ରକାଶ କରିଛନ୍ତି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଶ୍ରୀମଦ ଭାଗବତ ଏବଂ ଆଜିର ପ୍ରାସଙ୍ଗିକତା ଆଲୋଚନାଚକ୍ର ଅନୁଷ୍ଠିତ

Sunil Chandra Nayak

ଦୁଇ ଦିନ ହେଲା ସେମଲାଗୁଡା ଗାଁ ଅନ୍ଧାରରେ

Sunil Chandra Nayak

ନିରୁପମା ପାଣି ଙ୍କ କବିତା କଳିଆ ଲୋକଙ୍କୁ ଦୂରୁ ଜୁହାର

Sunil Chandra Nayak

Leave a Comment

error: Content is protected !!