ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଳପୁରା ଗ୍ରାମ ରେ ମହାଲକ୍ଷ୍ମୀ ଙ୍କ ୭ମ ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ( ମ ନି ସ) ୧୨/୧୦_କାମାକ୍ଷାନଗର ବ୍ଲକ ର ମାଳପୁରା ଗ୍ରାମ ରେ ମହାଲକ୍ଷ୍ମୀ ପୂଜା କମିଟି ତରଫରୁ ସପ୍ତମ ବାର୍ଷିକ ପୂଜା ପାଳିତ ହୋଇଯାଇଛି lବିଗତ ଦୁଇ ବର୍ଷ ହେବ କୋଭିଡ୍ କଟକଣା ଲାଗିଥିବାରୁ ପୂଜା ମଣ୍ଡପ ଗୁଡିକ ରେ ସାଧା ସିଧା ଭାବରେ ଵିଧି ଅନୁସାରେ ପୂଜା କରାଯଉଥିଲା ‘କିନ୍ତୁ ମା ଗଜଲକ୍ଷ୍ମୀ ଙ୍କ ଅପାର କରୁଣା ରୁ ଏ ବର୍ଷ ସମଗ୍ର ବିଶ୍ୱ ରୁ କୋଭିଡ୍ ରୁ ମୁକ୍ତ ହୋଇଛି ,ତେଣୁ ଏ ବର୍ଷ ମଣ୍ଡପ ଗୁଡିକ ରେ ସାଜସଜ୍ଜା ସାଙ୍ଗ କୁ ଆକର୍ଷଣୀୟ ଆଲୋକ ତୋରଣ ରେ ଝଲସି ଉଠୁଛି ମା ଙ୍କ ପୂଜା ମଣ୍ଡପ ଗୁଡିକ l ଧରା ପୃଷ୍ଟ ରେ ଜଗତ ଜନନୀ ମା ମହାଲକ୍ଷ୍ମୀ ଅବତରଣ କରିଥିବାରୁ ଭକ୍ତ ମାନ ଙ୍କ ର ମନରେ ଆନନ୍ଦ ଉଲ୍ଲାସ ଭରି ଯାଇଛି lଦେବ ବିଶ୍ୱାଳ ସିପୁନୁ ରାଉତ , ବିଶ୍ୱାଳ, ପ୍ରେମlନନ୍ଦ ବିଶ୍ୱାଳ ସମେତ ସମସ୍ତ ଗ୍ରାମବାସୀ , ଶ୍ରଦ୍ଧାଳୁ ସମଗ୍ର ବିଶ୍ୱ ବାସୀ ଙ୍କ ପାଇଁ ସୁଖ ଶ୍ରୀ ସମୃଦ୍ଧି କାମନା ଭିକ୍ଷା କରିଛନ୍ତି।

କାମାକ୍ଷନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

କାରରୁ 60 କେଜି ଗଞ୍ଜେଇ ଜବତ, 2 ଗିରଫ

Sunil Chandra Nayak

ଜାତୀୟ ନିର୍ବାଚନ ଆୟୋଗ ବଡ ଘୋଷଣା…

Sunil Chandra Nayak

ପୋଖରୀରୁ ଅଗ୍ନିଶମ ବିଭାଗ ଦ୍ବାରା ଯୁବକର ମୃତଦେହ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!