ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜି ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ର ଭସାଣି ଉତ୍ସବ 

ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଦୀର୍ଘ ୧୧ ଦିନ ଧରି ଚାଲୁଥିବା ସମୟରେ ଜାକଜକମ ସହ ପାଳନ କରାଯାଉଛି। ଆଜି ସ୍ଥାନୀୟ ମୀନା ବଜାର ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଓ ମିଳିତ ପୂଜା କମିଟି ର ସଭାପତି ଗୋପାଳ ଚନ୍ଦ୍ର ପାତ୍ର, ଏସ ପି ଏଲ. ଦିବ୍ୟା ଭି, , ଉପ ଜିଲ୍ଲାପାଳ ଙ୍କ ଉପସ୍ଥିତିରେ ସ୍ଥାନୀୟ ମୀନା ବଜାର ଠାରେ ଏହି ଭସାଣି ଉତ୍ସବ ଟି ନଡ଼ିଆ ଭାଙ୍ଗି ଉଦଘାଟନ କରାଯାଇଥିଲା। ବିଗତ ଦୁଇ ବର୍ଷ ହେଲା ଭସାଣି ଉତ୍ସବ ହୋଇ ପାରୁନଥିଲା। ଏ ବର୍ଷ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଛି। ବିଭିନ୍ନ ବାଦ୍ୟ, ଘଂଟ, ନୃତ୍ୟରେ ଭସାଣି ଉତ୍ସବକୁ ପାଳନ କରାଯାଉଛି।

 ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ବସ ଚକ ତଳେ ଚାପି ହୋଇ ବୃଦ୍ଧାଙ୍କ ମୃତ୍ୟୁ

Sunil Chandra Nayak

ତ୍ରିଲୋଚନ ପାଢୀ ଙ୍କ କବିତା ପ୍ରଭୁ ଗୋବିନ୍ଦଙ୍କୁ ନିତ୍ୟ ଭଜ

Sunil Chandra Nayak

ମଦ ଦୋକାନ ବନ୍ଦ ପାଇଁ ଧାରଣାରେ ବସିଲେ ନାରୀ ମହାସଙ୍ଘ

Sunil Chandra Nayak

Leave a Comment

error: Content is protected !!