ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେନ୍ତୁଳିଖୁଣ୍ଟି ପୋଲିସ ଗଞ୍ଜେଇ ଚାଲଣ ଅଭିଯୋଗରେ ଜଣକୁ ଗିରଫ କଲା

 ତେନ୍ତୁଳିଖୁଣ୍ଟି ୨୦/୧୦/୨୨। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ତରଫରୁ ଆଜି ଜଣେ ଗଞ୍ଜେଇ ଚାଲାଣ କାରୀ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପାତ୍ର ପୁଟ ଫାଣ୍ଡି ତରଫରୁ ପେଟ୍ରୋଲିଂ ବେଳେ ଜଣେ ବାଇକ ଚାଳକ ଙ୍କ ଗତିବିଧି କୁ ସନ୍ଦେହ କରି ତାକୁ ଅଟକାଇ ଖାନତଲାସୀ ବେଳେ ପ୍ରାୟ ପାଞ୍ଚ କେଜି ଗଂଞ୍ଜେଇ ତାଠାରୁ ଜବତ କରିଥିଲେ। ଗଞ୍ଜେଇ ଚାଲାଣ କରୁଥିବା ବ୍ୟକ୍ତି ଜଣକ ଝରିଗାଁ ର ଭାଲୁ ପନକା ଗ୍ରାମ ର ବୋଲି ଜଣା ପଡ଼ିଛି। କେଶ ନମ୍ବର 189/2022 ରେ ମାମଲା ରୁଜୁ ହୋଇଥିବା ଆଇ ଆଇ ସି ଟଙ୍କଧର ଭୋଇ ସୂଚନା ଦେଇଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଶ୍ବଶୁର ଘରୁ ଯୁବକ ନିଖୋଜ, ଦୁଇ ଦିନ ପରେ ମିଳିଲା ଶବ

Sunil Chandra Nayak

ରାଖାଲ ଚନ୍ଦ୍ର ସ୍ବାଇଁ ଙ୍କ ଗଳ୍ପ  ମୂଳ କୁ ଚିହ୍ନ

Sunil Chandra Nayak

ଧର୍ମଗଡ ଏନଏସି ଉପାଧକ୍ଷା ହେଲେ ବିଜେଡି ର ଶ୍ରୀମତୀ ମନୀଷା ମିଶ୍ର

Sunil Chandra Nayak

Leave a Comment

error: Content is protected !!