ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିଲୋଚନ ପାଢୀ ଙ୍କ କବିତା ଲୁହରେ ଲେଖୁଛି ଚିଠି

 ଲୁହରେ ଲେଖୁଛି ଚିଠି

ତ୍ରିଲୋଚନ ପାଢୀ

 (ଶିକ୍ଷକ )

ଲୁହରେ ଲେଖୁଛି 

ଚିଠି ମହାପ୍ରଭୁ 

ଲୁହରେ ଲେଖୁଛି ଚିଠି 

ଦେଖିଯାଅ ଥରେ 

କିପରି ଚାଲିଛି 

ତୁମ ହାତ ଗଢ଼ା ସୃଷ୍ଟି l

ବିଶ୍ୱ ଦେବତା 

ତୁମେ ଭାବଗ୍ରାହୀ 

ମହାପ୍ରଭୁ ଜଗନ୍ନାଥ 

ଗଡି ମରେ ଏଠି 

ତୁମରି ଭକତ 

ହୋଇ ଯାଏ ଟି ଅନାଥ l

ଅନ୍ତର୍ଯ୍ୟାମୀ ତୁମେ 

ଜାଣି ପାର ପରା

ଭକ୍ତ ଅନ୍ତର ବେଦନା

ତୁମରି ଭକତ 

ଭୋଗୁଅଛି ଏଠି 

ପ୍ରଭୁ ଅଶେଷ ଯାତନା l

ତୁମ ଭକତଙ୍କୁ 

ଉଦ୍ଧାର କରି 

ରକ୍ଷା କର ତୁମ ସୃଷ୍ଟି 

ଅନ୍ତର କୋହରେ 

ଆଖିର ଲୁହରେ 

ଲେଖୁଛି ପ୍ରଭୁ ମୁଁ ଚିଠି ll

ସମ୍ପାଦକ, ସମ୍ବାଦ ସାହିତ୍ୟ ଘର, ନାଉଗାଁ 

ସା, ପୋ :-ନନ୍ଦିଗ୍ରାମ , ଭାୟା :-ନାଉଗାଁ ହାଟ 

ଜିଲ୍ଲା :-ଜଗତସିଂହପୁର 

Related posts

କେସିଙ୍ଗାରେ କେନ୍ଦ୍ରମନ୍ତ୍ରୀ ଙ୍କ ପରିଦର୍ଶନ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ମୋ ଗାଆଁ ମୋ ସଂସ୍କୃତି

Sunil Chandra Nayak

ଭବାନୀପାଟଣା ଅର୍କାବାହାଲିପଡା ଛକରେ ହନୁମାନଙ୍କ ମନ୍ଦିର ଓ ବିଗ୍ରହ ସ୍ଥାପନ ଓ ପ୍ରତିଷ୍ଠା କାର୍ଯ୍ଯ ଅନୁଷ୍ଠିତ

Leave a Comment

error: Content is protected !!