ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ପଞ୍ଚାୟତ ସମିତି ର ବୈଠକ ଅନୁଷ୍ଠିତ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତିଖାଲି ସ୍ଥିତ ତିଖାଲି ଡାକ ବଙ୍ଗଳା ଠାରେ ଖଡ଼ିଆଳ ପଞ୍ଚାୟତ ସମିତି ର ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ନବ ନିର୍ବାଚିତ ଜନ ପ୍ରତିନିଧି , ବିଭାଗୀୟ ଅଧିକାରୀ ଯୋଗ ଦେଇଥିବା ବେଳେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗ ଦେଇ ମିଳିତ ରୂପେ ବିକାଶର ପରିକଳ୍ପନା କରି ଖଡ଼ିଆଳ ବ୍ଲକ କୁ ସୁନ୍ଦର ରୂପେ ବିକଶିତ ବ୍ଲକ ଗଠନ କରିବାକୁ ଆହ୍ବାନ କରିଛନ୍ତି। ବୈଠକରେ ଖଡ଼ିଆଳ ବ୍ଲକ ଅଧକ୍ଷା ପୁପ୍ଶାଞ୍ଜଳୀ ନନ୍ଦ ଅଧକ୍ଷତା କରିଥିବା ବେଳେ ବିକାଶ ଜୀବନର ଲକ୍ଷ ଅଟେ। କାର୍ଯ୍ୟ କୌଣସି ସ୍ଥାନରେ ଅଟକି ରହିବ ନାହିଁ। ମିଳିତ ସହଯୋଗ ଦ୍ବାରା ବିକାଶ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ। ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି , ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା , ମାଲ୍ୟବନ୍ତ ସୁନା , ତନୟା ଶବର ଏବଂ ସାଂସଦ ପ୍ରତିନିଧି ଅଜିତ ଚଳାନ ଙ୍କ ଉପସ୍ଥିତି ରେ ବିକାଶ ମୂଳକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଅଛି। ଜନକଲ୍ୟାଣକାରୀ ଯୋଜନାରେ ସମସ୍ତ ହିତାଧିକାରୀଙ୍କୁ ସାମିଲ କରିବାକୁ ଆହ୍ବାନ କରିଛନ୍ତି। ବିଭଗୀୟ ଅଧିକାରୀ, କର୍ମଚାରୀ ସରପଞ୍ଚ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ରହି ନିଜ ଅଂଚଳର ସମସ୍ୟା ଉପରେ ଆଲୋକପାତ କରିଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଘରେ ପଡିଲା ନିମ୍ବ ଗଛ ଅଳ୍ପକେ ବର୍ତିଲେ ପରିବାର ଲୋକେ

Sunil Chandra Nayak

ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ଜନ ସାଧାରଣଙ୍କ ସେବା କରିବାର ଝୁଙ୍କ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ,ସବୁବେଳେ ଚର୍ଚ୍ଚାରେ

Sunil Chandra Nayak

ରାଇରଙ୍ଗପୁର – ହାତୀ ଆକ୍ରମଣରେ ଚାଷୀ ମୃତ

Sunil Chandra Nayak

Leave a Comment

error: Content is protected !!