ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ତହସିଲରେ ଯୋଗଦେଲେ ନୂତନ ତହସିଲଦାର

କୋକସରା ,୨୧/୧୦ ( ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ତହସିଲ କାର୍ଯ୍ୟାଳୟରେ ଗୁରୁବାର ନୂତନ ତହସିଲଦାର ଭାବେ ଯୋଗଦେଲେ ଦେବବ୍ରତ କରାଟି। ପୂର୍ବରୁ ସେ କୋରାପୁଟ ଜିଲ୍ଲା ସେମିଳିଗୁଡା ତହସିଲରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟରତ ଥିଲେ । ଗୁରୁବାର କୋକସରା ତହସିଲଦାର ରାକେଶ ପାରୁଆଙ୍କ ଠାରୁ ନୂତନ ତହସିଲଦାର ଦେବବ୍ରତ କରାଟି କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ କୋକସରା ବ୍ଲକ ତହସିଲ ଓ ରାଜସ୍ୱ ବିଭାଗର କର୍ମଚାରୀ ମାନେ ତାଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ।ଆଗକୁ ସେ ତହସିଲ ଅଧିନସ୍ଥ ଜନସାଧାରଣଙ୍କ ପାଇଁ ନିଷ୍ଠାର ସହ କାମ କରିବେ ବୋଲି କହିଛନ୍ତି।

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସୁନୀଳ ଶରତ ତୋଷୁଛି ଚିତ୍ତ

Sunil Chandra Nayak

ଡଙ୍ଗାରେ ଥିବା ୨୫ ଜଣଙ୍କୁ ଉଦ୍ଧାର କଲା ୧୦୮ ବୋଟ ଆମ୍ବୁଲାନ୍ସ

Sunil Chandra Nayak

ଦିଲୀପ ମାଝୀ ସ୍ମାରକୀ କ୍ରିକେଟ ମ୍ୟାଚ ଉଡଘାଟିତ

Sunil Chandra Nayak

Leave a Comment

error: Content is protected !!