ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ତହସିଲରେ ଯୋଗଦେଲେ ନୂତନ ତହସିଲଦାର

କୋକସରା ,୨୧/୧୦ ( ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ତହସିଲ କାର୍ଯ୍ୟାଳୟରେ ଗୁରୁବାର ନୂତନ ତହସିଲଦାର ଭାବେ ଯୋଗଦେଲେ ଦେବବ୍ରତ କରାଟି। ପୂର୍ବରୁ ସେ କୋରାପୁଟ ଜିଲ୍ଲା ସେମିଳିଗୁଡା ତହସିଲରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟରତ ଥିଲେ । ଗୁରୁବାର କୋକସରା ତହସିଲଦାର ରାକେଶ ପାରୁଆଙ୍କ ଠାରୁ ନୂତନ ତହସିଲଦାର ଦେବବ୍ରତ କରାଟି କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ କୋକସରା ବ୍ଲକ ତହସିଲ ଓ ରାଜସ୍ୱ ବିଭାଗର କର୍ମଚାରୀ ମାନେ ତାଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ।ଆଗକୁ ସେ ତହସିଲ ଅଧିନସ୍ଥ ଜନସାଧାରଣଙ୍କ ପାଇଁ ନିଷ୍ଠାର ସହ କାମ କରିବେ ବୋଲି କହିଛନ୍ତି।

Related posts

ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପକ୍ଷରୁ ଦେଶାତ୍ମବୋଧକ ସ୍ବରଚିତ କବିତା ପାଠୋତ୍ସବ

Sunil Chandra Nayak

ଶେଷ ହେଲା ଗୋଳାମୁଣ୍ଡାପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ

Sunil Chandra Nayak

ଦୀପାବଳୀ ଓ ଶ୍ୟାମାକାଳୀ ଜନ୍ମ ମହୋତ୍ସବ ଉପଲକ୍ଷେ ଦକ୍ଷିଣ କାଳୀ ମନ୍ଦିରରେ ଚଣ୍ଡି ମହାଯଜ୍ଞ

Sunil Chandra Nayak

Leave a Comment

error: Content is protected !!