ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁରରେ 63 ତମ ପୋଲିସ ଦିବସ ପାଳିତ 

ନବରଙ୍ଗପୁର- ଆଜି ନବରଙ୍ଗପୁର ଠାରେ ପୋଲିସ ବିଭାଗ ଦ୍ୱାରା 63 ତମ ପୋଲିସ ଦିବସ ପାଳନ କରାଯାଇଛି ।ମୁଖ୍ୟ ଅତିଥି ନବରଙ୍ଗପୁର ଏସପି ଯୋଗଦେଇଥିଲେ ।1959 ମସିହାରେ ଯେଉଁ ସିଆରପିଏଫ ଯବାନ ମାନେ ଚୀନ ଦେଶର ଆକ୍ରମଣରେ ସହିଦ ହୋଇଥିଲେ, ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ସହିଦ ଦିବସ ପାଳନ କରାଯାଇଛି । ପୁଣି ଦେଶରେ ,ରାଜ୍ୟରେ ଓ ନବରଙ୍ଗପୁର ଜିଲ୍ଲାରେ ଯେଉଁ ଯବାନ ମାନେ ସହିଦ ହୋଇଥିଲେ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ସହିଦ ଦିବସ ପାଳନ କରାଯାଇଛି ।ନବରଙ୍ଗପୁର ଜିଲ୍ଲାର ପ୍ରତ୍ୟେକ ସହିଦ ମାନଙ୍କ ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଦିଆଯିବ ବୋଲି ନବରଙ୍ଗପୁର ଏସପି କହିଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ଭିଜିଲାନ୍ସ ଜାଲରେ କଲମପୁର ଶିକ୍ଷା ବିଭାଗର ମୁଖ୍ୟ କିରାଣୀ , ଶିକ୍ଷା ବିଭାଗ ରେ ଲାଗିଲା ଦାଗ

Sunil Chandra Nayak

ଆଇନ ମହାବିଦ୍ୟାଳୟ ଓ ସମାଜ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ଦୁଇ ଶକ୍ତିପୀଠର ଶୁଭ ପୂଜନ କଲେ ବିଧାୟକ

Sunil Chandra Nayak

Leave a Comment

error: Content is protected !!