ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଙ୍କଡାହାଡ ବ୍ଲକ ର ଗର୍ବ ଓ ଗୌରବ ଯୁବ ଖେଳାଳୀ ତାରିଣୀ 

କାମାକ୍ଷାନଗର (ମସିହା) ଜାତୀୟ ସ୍ତରରେ ଲନବଲ ପାଇଁ ଖେଳିଲେ ଢେ଼ଙ୍କାନାଳ ଜିଲ୍ଲା ର କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ କେରଜୋଳି ପଂଚାୟତ ମୁଣ୍ଡାସାହି ଗ୍ରାମର ବୁଧିମନ୍ତ ନାୟକ ଙ୍କ ପୁଅ ତାରିଣୀ ପ୍ରସାଦ ନାୟକ (୨୪) ଚଳିତ ମାସ ଗୁଜୁରାଟରେ ଚାଲିଥିବା ଲନବଲ ରେ ସାମିଲ୍ ହୋଇ ନିଜ କ୍ରୀଡ଼ା କୌଶଳ ପ୍ରଦର୍ଶନ କରିଛନ୍ତି।ତାରିଣୀ ପ୍ରସାଦ ନାୟକ ଜାତୀୟ ସ୍ତରରେ ଖେଳି ଜିଲ୍ଲା ତଥା ଅଞ୍ଚଳ ପାଇଁ ସୁନାମ ଅର୍ଜନ କରିଛନ୍ତି।ଏଇ ପରିପ୍ରେକ୍ଷୀରେ ଆଜି ତାଙ୍କୁ କଙ୍କଡ଼ାହାଡ଼ ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁ ତାଙ୍କୁ ସମ୍ବର୍ଦ୍ଧନା କରିଛନ୍ତି । ତଥା ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟି ଚାଲିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ କ୍ରୀଡା ପ୍ରତି ଅଧିକ ଗୁରୁତ୍ଵ ଦେଇଥିବାରୁ ତାଙ୍କୁ ଆହୁରି ଭଲ ଖେଳି ଆମ ଦେଶର ନାମ ରଖିବା ପାଇଁ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ସାହୁ ପରାମର୍ଶ ଦେଇଛନ୍ତି ।

କାମାକ୍ଷାନଗର ଉପଖଣ୍ଡ ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ପଦ୍ମଶ୍ରୀ ବୀଣାପାଣି ମହାନ୍ତି ଙ୍କ ସ୍ମୃତି ରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ଇମ୍ପେକ୍ଟ ଫାଉଣ୍ଡେସନ ଇଣ୍ଡିଆ,  ରେଲମନ୍ତ୍ରଣାଳୟ ପକ୍ଷରୁ ବିଶ୍ଵର ପ୍ରଥମ ଭ୍ରାମ୍ୟମାଣ ଅସ୍ତ୍ରୋପଚାର ଚିକିତ୍ସା ସେବା ଲାଇଫ ଲାଇନ ଚିକିତ୍ସା ଆରମ୍ଭ

Leave a Comment

error: Content is protected !!