ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେରେସିଂହା ଶାଖାରେ ୟୁ.ଜି.ବି ପ୍ରତିଷ୍ଠା ଦିବସ ପାଳିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ତେରେସିଂହା ଶାଖାରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ (ୟୁ.ଜି.ବି)ର ୧୦ମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି l ଏଥିରେ ଶାଖା ପରିଚାଳକ ଦେବ ପ୍ରସାଦ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ଫଗୁଣ ଗହୀର, ଗୁଣସାଗର ପଧାନ, ସୁବିନ୍ଦ୍ର ରଣା, ଜଗ ମୋହନ ଗହୀର, କୃଷ୍ଣଚନ୍ଦ୍ର ରଣା, ଗୋକୁଳ ନାଏକ, ଋଷିଚନ୍ଦ୍ର ରଣା, ରାମ ଗହୀର, ଜଗବନ୍ଧୁ ଭୋଇ, ରାଜ କିଶୋର ଗହୀରଙ୍କ ସମେତ ଅନେକ ବ୍ୟାଙ୍କ ଗ୍ରାହକ ଉପସ୍ଥିତ ରହିଥିଲେ l ବ୍ୟାଙ୍କ କ୍ୟାସିୟର ରବିନ୍ଦ୍ର ବାର୍ଲା ଓ ଅସ୍ଥାୟୀ କର୍ମଚାରୀ ସୁଶାନ୍ତ ରଣା ପ୍ରମୁଖ ସହଯୋଗ କରିଥିଲେ l ସେହିପରି ରେଗେଡ଼ା ଶାଖାରେ ମଧ୍ୟ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l 

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ନର୍ଲା ବ୍ଲକ୍ ଅଧିନ ରୁପ୍ରାରେ ଶାନ୍ତି ପୂର୍ଣ୍ଣ ଭାବରେ କୋଶଲ ମହାବନ୍ଦକୁ ମିଳିଛି ସମର୍ଥନ 

Sunil Chandra Nayak

ଋଚିକା ମହାନ୍ତି ଙ୍କୁ ନ୍ୟାୟ ଓ କ୍ୟାମ୍ପସ କୁ ରେଗିଂ ମୁକ୍ତ କରିବା ପାଇଁ ଏଆଈଏସଏଫ ର ଦାବୀ

Sunil Chandra Nayak

ନୂଆ ଥାନା ନିର୍ମାଣ ସହ ପୁଲିସ ଫୋର୍ସର ଆଧୁନିକୀକରଣ ପାଇଁ ଓଡ଼ିଶାକୁ ୧୪ କୋଟି ଟଙ୍କା ଦେଲା କେନ୍ଦ୍ର

Leave a Comment

error: Content is protected !!