ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାତ୍ରାଧିକ ଔଷଧ ସେବନ କରି ଯୁବକ ଗୁରୁତର

ମୟୂରଭଞ୍ଜ – ୨୬/୭/୨୨(ମସିହା) କରୋନା ପରବର୍ତ୍ତୀ ସମୟରେ ଲୋକଙ୍କର ଆର୍ଥିକ ଦୁରାବସ୍ଥା ଯୋଗୁଁ ଲୋକେ ମାନସିକ ଭାରସାମ୍ୟ ହରାଇ ନାହିଁ ନଥିବା କାର୍ଯ୍ୟକୁ ଆପଣେଇ ନେଉଛନ୍ତି ! ହାତରେ କାମଧନ୍ଦା ‌ନାହିଁ କି ପେଟରେ ପଇସା ନାହିଁ।ବିଶେଷତଃ ଆତ୍ମହତ୍ୟା ଏକମାତ୍ର ବିକଳ୍ପ ବ୍ୟବସ୍ଥା ବୋଲି ଚାଷୀ, ଯୁବ ଓ ମହିଳା ଗୋଷ୍ଠୀ ବାଛି ନେଉଛନ୍ତି । ସୂଚନାଯୋଗ୍ୟ ପାରିବାରିକ ଓ ଆର୍ଥିକ ଦୁରାବସ୍ଥା ନେଇ ମୟୂରଭଞ୍ଜ ଜିଲ୍ଲାର କୁସୁମିତ ବ୍ଲକର କେନ୍ଦ୍ରେଇ ଗ୍ରାମର ସେକ୍ ମଫିଯୁଲର କୋଡ଼ିଏ ବର୍ଷୀୟ ଭେଣ୍ଡିଆ ପୁଅ ସେକ୍ ଇଜାହାର ମଙ୍ଗଳବାର ଦିନ ପୂର୍ବାହ୍ନରେ ମାତ୍ରାଧିକ ଔଷଧ ସେବନ କରି ଗୁରୁତର ହୋଇଥିଲେ ।ତାଙ୍କୁ ତୁରନ୍ତ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଚିକିତ୍ସା କରୁଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ପ୍ରତୀକ୍ଷା

ବ୍ଲକ ସ୍ତରୀୟ ପ୍ରାଥମିକ ଶିକ୍ଷକ ସଂଘ ର ସାଧାରଣ ବୈଠକ

Sunil Chandra Nayak

ଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦେଲେ ଶିକ୍ଷକ ଓ ଗ୍ରାମବାସୀ

Leave a Comment

error: Content is protected !!