ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାପ କାମୁଡା ରେ ଯୁବତୀ ଙ୍କ ମୃତ୍ୟୁ, ପୋଲିସ ର ତଦନ୍ତ ଜାରି

କୋକସରା,୨୬/୭- ( ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସୁନାମାଳ ନୂଆପଡା ଗ୍ରାମର ଦେଶନ ମାଝୀଙ୍କ ଝିଅ ଗୀତାଞ୍ଜଳି ମାଝୀ (୧୮)ଙ୍କୁ ସୋମବାର ରାତିରେ ଘର ପିଣ୍ଡାରେ ଶୋଇଥିବା ଅବସ୍ଥାରେ ଏକ ବିଷାକ୍ତ ସାପ ଦଂଶନ କରିଥିବା ବେଳେ ମଙ୍ଗଳବାର ସକାଳୁ ବାପା ଦେଶନ ମାଝୀ ଝିଅକୁ ଗୁରୁତର ଅବସ୍ଥାରେ ଆଣି କୋକସରା ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। ଖବର ପାଇ କୋକସରା ପୋଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରି କୋକସରା ଥାନା କେଶ ନମ୍ବର ୧୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ନେଇ କୋକସରା ପୋଲିସ ଅଧିକାରୀ ଉଷା ହରିଜନ ସୂଚନା ଦେଇଛନ୍ତି।

Related posts

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ୭୭ ତମ ଜନ୍ମତିଥି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ମଦନ ମୋହନ ବହୁମୂଖି ସମବାୟ ସମିତି ନିର୍ବାଚିତ ପ୍ରତିନିଧି ଙ୍କୁ ସମ୍ବର୍ଦ୍ଧନା 

Sunil Chandra Nayak

ଲାଠିକଟା ବ୍ଲକ ପାଇଁ ଫିଲ୍ଡ ଏକଜ୍ୟୁକିଟିଭ ଙ୍କ ନିଯୁକ୍ତି ପ୍ରଦାନ

Sunil Chandra Nayak

Leave a Comment

error: Content is protected !!