ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଳଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ପଦୋନ୍ନତି

ନର୍ଲା ( ମସିହା) କଳାହାଣ୍ଡି ଜିଲ୍ଲା ଜଳଯୋଗାଣ ଓ ପରିମଳ ବିଭାଗର ବିଭିନ୍ନ ବ୍ଳକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କ ପଦୋନ୍ନତି ଦିଆଯାଇଛି। କନିଷ୍ଠ ଯନ୍ତ୍ରୀରୁ ସହକାରୀ ଯନ୍ତ୍ରୀକୁ ନର୍ଲା,ମ. ରାମପୁର,ଥୁ.ରାମପୁର, ଲାଞ୍ଜିଗଡ଼ ଓ ଗୋଲାମୁଣ୍ଡା ବ୍ଲକରୁ ଯଥାକ୍ରମେ ସୁରେନ୍ଦ୍ର ସୁନାନୀ, ପ୍ରଦୀପ ରାୟ, ମନ୍ମଥ ମୁର୍ମୁ ,ଦଶମତ ମାଝୀ, ସୁବାଷ ପଣ୍ଡାଙ୍କୁ ସହକାରୀ ଯନ୍ତ୍ରୀ ପଦୋନ୍ନତି ଦିଆଯାଇଛି। କର୍ଲାମୁଣ୍ଡା ବ୍ଲକରୁ ଅନୂସୟା ଭଞ୍ଜ ଓ ବିଭୂତି କିଷାନ ମଧ୍ୟ ଏହି ପଦୋନ୍ନତିରେ ସାମିଲ ହୋଇଥିବା ଯୋଗୁଁ ରାଜ୍ୟ ସରକାରଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି।

ନର୍ଲା ରୁ ଦିପକ ଠାକୁର ଙ୍କ ରେପୋର୍ଟ

Related posts

ଆଜି ପବିତ୍ର ମହାଳୟା: ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ

Sunil Chandra Nayak

ଇସ୍ପାତ ସାହିତ୍ୟ ସଂସଦର ନାରୀକବି ସମ୍ମିଳନୀ

Sunil Chandra Nayak

ମାମି ପାତ୍ର ଙ୍କ କବିତା ସମବେଦନାର ଭାବ

Sunil Chandra Nayak

Leave a Comment

error: Content is protected !!