ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୁଜରାଟ ଓ ଦକ୍ଷିଣ କୋରିଆ ଦୁର୍ଘଟଣାରେ ମୃତଙ୍କ ପାଇଁ ଶ୍ରଦ୍ଧାଞ୍ଜଳି

ମ.ରାମପୁର,୦୨/୧୧(ମସୀହା): ଗୁଜରାଟ ର ମୋରବି ଝୁଲା ପୋଲ ଭୁଷୁଡି ଆକସ୍ମିକ ଭାବରେ ଶତାଧିକ ଲୋକଙ୍କ ଅକାଳ ଦୁଃଖଦ ମୃତ୍ୟୁ ଘଟଣା ଓ ଦକ୍ଷିଣ କୋରିଆରେ ଦୁର୍ଘଟଣାରେ ମୃତକଙ୍କ ପାଇଁ ସ୍ବେଚ୍ଛସେବୀ ଅନୁଷ୍ଠାନ ସେବାଜଗତ ସମ୍ପାଦକ ସତ୍ୟନାରାୟଣ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସାମୁହିକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା l ମହମ୍ ଜଳାଇ ଦୁଇ ମିନିଟ ଅମର ଆତ୍ମାର ସଦଗତି ପାଇଁ ନିରବ ପର୍ଥାନା କରାଯାଇଥିଲା l ଏଥିରେ ସ୍ଥାନୀୟ ଜନତା ଓ ସେବା ଜଗତ ଅନୁଷ୍ଠାନ ର କର୍ମୀ ସାମିଲ ରହିଥିଲେ l

ମ.ରାମପୁର ରୁ ପରମାନନ୍ଦ ବିଶି ରିପୋର୍ଟ l

 

Related posts

ଲଗାଣ ବର୍ଷା ରେ ଭାଙ୍ଗିଲା କୃଷି କାର୍ଯ୍ୟଳୟ ର ନୂତନ ପାଚେରୀ

Sunil Chandra Nayak

ପୂର୍ତ୍ତ ବିଭାଗ ର ନିଷ୍କ୍ରିୟତା , ବାରମ୍ବାର ଘଟୁଛି ଦୁର୍ଘଟଣା , ତଥାପି କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ

ପ୍ରକାଶ କୁମାର ମିଶ୍ର ଙ୍କ କବିତା ହେରାପଞ୍ଚମୀ

Leave a Comment

error: Content is protected !!