ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଳଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ପଦୋନ୍ନତି

ନର୍ଲା ( ମସିହା) କଳାହାଣ୍ଡି ଜିଲ୍ଲା ଜଳଯୋଗାଣ ଓ ପରିମଳ ବିଭାଗର ବିଭିନ୍ନ ବ୍ଳକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କ ପଦୋନ୍ନତି ଦିଆଯାଇଛି। କନିଷ୍ଠ ଯନ୍ତ୍ରୀରୁ ସହକାରୀ ଯନ୍ତ୍ରୀକୁ ନର୍ଲା,ମ. ରାମପୁର,ଥୁ.ରାମପୁର, ଲାଞ୍ଜିଗଡ଼ ଓ ଗୋଲାମୁଣ୍ଡା ବ୍ଲକରୁ ଯଥାକ୍ରମେ ସୁରେନ୍ଦ୍ର ସୁନାନୀ, ପ୍ରଦୀପ ରାୟ, ମନ୍ମଥ ମୁର୍ମୁ ,ଦଶମତ ମାଝୀ, ସୁବାଷ ପଣ୍ଡାଙ୍କୁ ସହକାରୀ ଯନ୍ତ୍ରୀ ପଦୋନ୍ନତି ଦିଆଯାଇଛି। କର୍ଲାମୁଣ୍ଡା ବ୍ଲକରୁ ଅନୂସୟା ଭଞ୍ଜ ଓ ବିଭୂତି କିଷାନ ମଧ୍ୟ ଏହି ପଦୋନ୍ନତିରେ ସାମିଲ ହୋଇଥିବା ଯୋଗୁଁ ରାଜ୍ୟ ସରକାରଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି।

ନର୍ଲା ରୁ ଦିପକ ଠାକୁର ଙ୍କ ରେପୋର୍ଟ

Related posts

ଆଦର୍ଶ ପାଠାଗାର ଆୟୋଜିତ ଚନ୍ଦନ ସ୍ମୃତି ଚିତ୍ରାଙ୍କନ ପ୍ରତିଯୋଗିତା ଫଳାଫଳ

Sunil Chandra Nayak

ସର୍ବଭାରତୀୟ ଅଖଣ୍ଡ ଭୂୟାଁ ସମାଜର ନୁଆଁଖାଇ ଭେଟଘାଟ ଓ ବଂଧୁମିଳନ

Sunil Chandra Nayak

ରାବଣ ପୋଡ଼ି ସହ ଶେଷ ହେଲା ଲଡ଼ୁଗାଁ ଦଶ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା

Sunil Chandra Nayak

Leave a Comment

error: Content is protected !!