ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନନ୍ଦନବନ ଯାଯାବର ପ୍ରକଳ୍ପ ପରିଦର୍ଶନ କଲେ ଅଧିକାରୀ

ବୌଦ୍ଧ – ୦୩/୧୧ – ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ୍ ମଥୁରା ପଞ୍ଚାୟତ ଖଜୁରୀପଡ଼ା ନନ୍ଦବବନ ଯାଯାବର ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ପଥପ୍ରାନ୍ତ ପର୍ଯ୍ୟଟକ ମାନଙ୍କ ସୁବିଧା ନିମନ୍ତେ ମିଶନ ଶକ୍ତି ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ କ୍ରମେ ହରଭଙ୍ଗା ବିଡ଼ିଓ ରବୀନ୍ଦ୍ର ନାଥ କହଁର , ସି ଡ଼ି ଭି ଓ ପ୍ରଦୀପ୍ତ କୁମାର ରଥ, ଏ ଡି ଭି ଓ ନିରୋଦ କୁମାର୍ କହଁର, ବି ଭି ଓ ହରଭଙ୍ଗା ବିରେନ୍ଦ୍ର କୁମାର ପୃଷ୍ଟି,ମଥୁରା ସରପଞ୍ଚ ପ୍ରଦୀପ କୁମାର କହଁର , ସହକାରୀ ଯନ୍ତ୍ରୀ ମନୋରଞ୍ଜନ ପାତ୍ର, କନିଷ୍ଠଯନ୍ତ୍ରୀ ଦିବ୍ୟଲୋଚନ ନାୟକ,ମିଶନ ଶକ୍ତି ବ୍ଲକ ସଂଯୋଜକ ବେଣୁଧର ମହାପାତ୍ର, ଏମ୍ବିକେ, ସି ଆର ପି, ଓ 5 ଗୋଟି ମହିଳା ଗୋଷ୍ଟି ଉପସ୍ଥିତ ହୋଇ ଆଲୋଚନା କରିବା ସହିତ ଆସନ୍ତା ନଭେମ୍ବର ୧୦ ତାରିଖରେ ମିଶନ ଶକ୍ତି ମହିଳା ମାନଙ୍କ ଦ୍ଵାରା ଅପେଲ ଫେଡ୍, ଓମଫେଡ, ହେଣ୍ଡଲୁମ୍,ଜଳଖିଆ, ଇତ୍ୟାଦି ବିକ୍ରିବଟା କରିବା ପାଇଁ ସ୍ଥିର କରାଯାଇଛି l

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଷଡ଼ଙ୍ଗୀ ନୋଡାଲ ସ୍କୁଲ୍ ରେ ପୋଷଣ ଦିବସ ପାଳିତ

Sunil Chandra Nayak

ନିଖୋଜ ବାଳକ ସଂଖ୍ୟାର ପ୍ରାୟ ୫ଗୁଣା ବାଳିକା ଓ ୨୦ଗୁଣ ମହିଳା

ରାଇରଙ୍ଗପୁରରେ ବାଉଁଶ ହସ୍ତଶିଳ୍ପ ପୁଞ୍ଜ ସ୍ତରୀୟ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!