ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଖିଳ ଚନ୍ଦ୍ର ପ୍ରଧାନଙ୍କ ଯୋଗଦାନ

ମୟୂରଭଞ୍ଜ -୩/୧୧/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକ ଙ୍କ ବଦଳି ପରେ ଦିର୍ଘଦିନ ହେଲା ଖାଲି ପଡିଥିଲା । ଗୁରୁବାର ଦିନ ଅଖିଳ ଚନ୍ଦ୍ର ପ୍ରଧାନ ନୂତନ ଗୋଷ୍ଠୀ ଶିକ୍ଷା ଅଧୀକାରୀ ଭାବେ ଯୋଗଦାନ କରିଛନ୍ତି ।ଏହି ଅବସରରେ ଉପସ୍ଥିତ ଏବିଇଓ ,ସିଆରସିସି, ଶିକ୍ଷକ/ଶିକ୍ଷୟତ୍ରୀ, ଅଫିସ କର୍ମଚାରୀ ପ୍ରମୁଖ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଅରୂପ କୁମାର ବିଶ୍ବାଳ ଙ୍କ କବିତା ଦ୍ରୌପଦୀ ମୁର୍ମୁ

Sunil Chandra Nayak

କେସିଙ୍ଗା ବ୍ଲକ ଆଦିବାସୀ ସଂଘର ନବନିର୍ବାଚିତ କର୍ମକର୍ତା ନିର୍ବାଚନ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ହେ ଇଶ୍ଵର

Sunil Chandra Nayak

Leave a Comment

error: Content is protected !!