ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବସରପ୍ରାପ୍ତ ଥାନା ସବ୍ ଇନ୍ସପେକ୍ଟର ଙ୍କ ଦେହାନ୍ତ

 ଢେ଼ଙ୍କାନାଳ(ମସୀହା) ଢେଙ୍କାନାଳ ସହର ସ୍ଥିତ କୋରିଆଁ ଠାରେ ଅବସର ପ୍ରାପ୍ତ ସବ୍ ଇନ୍ସପେକ୍ଟର ପ୍ରସନ୍ନ କୁମାର ସିଂହ ଙ୍କ ବିୟୋଗ ଘଟିଛି। ସୁଚନା ଅଛି କି ଗତ ମେ ମାସ ଏକ ତାରିଖ ରେ ସ୍ଥାନୀୟ ଜେଲ୍ ପୋଖରୀ ଛକ ଠାରେ ଏକ ଦୁର୍ଘଟଣାର ଗସ୍ତ ହୋଇଥିଲେ। ସେଇ ଦିନ ଠାରୁ ସେ ଘରୋଇ ମେଡିକାଲ ରେ କୋମା ଅବସ୍ଥାରେ ଚିକିତ୍ସିତ ହେଉଥିଲେ।କିନ୍ତୁ ଗତ 28/10/22ରିଖ ରାତ୍ରୀ 11 :45ମି.ରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ପ୍ରକାଶ ଥାଉ କି ପଶ୍ଚିମ ଓଡ଼ିଶା ରେ ସେ ଦକ୍ଷତା ର ସହ କାର୍ଯ୍ୟ ଭାର ତୁଲେଇ ସମସ୍ତ ଙ୍କ ର ପ୍ରିୟ ଭାଜନ ହୋଇପାରି ଥିଲେ l ତତ୍ ସହ ୧୯୯୯ ମହାବାତ୍ୟା ସମୟ ରେ ଜନସାଧାରଣ ଙ୍କ ପାଇଁ ତାଙ୍କରି ଅବଦାନ ଗୁରୁତ୍ଵ ପୂର୍ଣ୍ଣ ଥିଲା । ଆଜି ୫ ତାରିଖ ଦଶାହ ଓ ୬ ତାରିଖ ରେ ଏକାଦଶ କାର୍ଯ୍ୟ ପାଳନ ପୂର୍ବକ ଶ୍ରଦ୍ଧା ସୁମନ ଜ୍ଞାପନ କରାଯିବ l ତାଙ୍କର ଏହି ଅକାଳ ବିୟୋଗ ରେ ବିଭିନ୍ନ ମହଲ ରେ ଶୋକ ର ଛାୟା ଖେଳି ଯାଇଛି l

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହିତ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିଶୋଇ ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଷ୍ଟାଣ୍ଡ ଫର୍ ନିଡି ୟୂଥ କ୍ଲବ ପକ୍ଷରୁ ବିଶୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ହୁଇଲ ଚେୟାର ପ୍ରଦାନ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବାହୁଡା଼ ବେଳ

Sunil Chandra Nayak

ଓଡିଶା ଆଦର୍ଶ ବିଦ୍ୟାଳୟ ଓ ଜବାହର ନବୋଦୟ ବିଦ୍ୟାଳୟ ର ସଫଳତା

Sunil Chandra Nayak

Leave a Comment

error: Content is protected !!