ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାୟୋନୀୟର ବିହନ କମ୍ପାନୀ ତରଫରୁ ଚାଷୀ ସମ୍ମିଳନୀ 

ଢେଙ୍କାନାଳ (ମ ନି ସ)28/11/ ପାୟୋନୀୟର ବିହନ କମ୍ପାନୀ ତରଫରୁ ବାଲିଗୋରଡ କଲ୍ୟାଣମଣ୍ଡପ ଠାରେ ଏକ ଚାଷୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଯୋଗ ଦେଇଥିଲେ। ଏଠାରେ ଅଞ୍ଚଳରୁ ପ୍ରାୟ ୩୦୦ରୁ ଉଦ୍ଧ ଚାଷି ଯୋଗ ଦେଇଥିଲେ। ପାୟୋନୀୟର ବିହନ କମ୍ପାନୀ ତରଫରୁ ଚାଷିଙ୍କୁ କିପରି କମ ପରିଶ୍ରମରେ ଅଧିକ ଅମଳ କିପାରିବେ ଏବଂ ରୋଗ ପୋକରୁ କିପରି ଫସଲକୁ ସୁରକ୍ଷା ଦେଇହେବ ସେ ନେଇ ତାଲିମ ଓ ସଚେତନ କରା ଯାଇଥିଲା। ଏବଂ କମ୍ପାନୀ ତରଫରୁ ଅଧିକାରିମାନେ ଚାଷିଙ୍କ ସିଧାସଳଖ କ୍ଷେତକୁ ଯାଇ ଧାନ,ବାଜେରା,ମକା ଓ ଶୋରିଷ ଇତ୍ୟାଦି କିପରି ବୁଣା ଯାଇ ପାରିବ ସେନେଇ ଡେମୋ ଦେଖାଇ ଚାଷିଙ୍କୁ ବୁଝାଇଥିଲେ। ଏବଂ କମ୍ପାନୀ ତରଫରୁ ପ୍ରୋତ୍ସାହନ ପାଇଁ କିଛି ସୋରିଷ ପରୀକ୍ଷାମୂଳକ ଭାବେ ବଣ୍ଟନ କରାଯାଇଥିଲା।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଶ୍ରାବଣ ମାସର ସୋମବାର ରେ ଆଖଣ୍ଡଳମଣିଙ୍କର ବିଶେଷ ପୂଜା

Sunil Chandra Nayak

ପାର୍ବଣ ଋତୁ ଉପଲକ୍ଷେ ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ଶାନ୍ତି କମିଟି ବୈଠକ

Sunil Chandra Nayak

ପାନୀୟ ଜଳ ଯୋଗାଣ ରେ ଅବ୍ୟବସ୍ଥା – ଉପ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେଲେ ଡୁମେରଗୁଡା ବାସୀ 

Leave a Comment

error: Content is protected !!