ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଳକ ସ୍ତରୀୟ ବିଜ୍ଞlନ ମେଳା

ତେନ୍ତୁଳିଖୁଣ୍ଟି ୦୨/୧୨/୨୨ / ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ନନ୍ଦାହାଣ୍ଡି ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ ହୋଇଯାଇଛି l ଛାତ୍ର ଛାତ୍ରୀ ମାନଙ୍କର ଲୁକ୍କାୟିତ ଜ୍ଞାନ ର ବିକାଶ ପାଇଁ ମଞ୍ଚ ଯୋଗାଇବା ଲକ୍ଷ୍ୟ ରେ ବିଜ୍ଞାନ ମେଳା ଆୟୋଜିତ କରାଯାଇଥାଏ । ଏଥିରେ ୬୦ ଗୋଟି ବିଭିନ୍ନ ବିଷୟରେ ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା ।ନନ୍ଦାହାଣ୍ଡି ବିଡିଓ ଶିବ ଶଙ୍କର ମୁର୍ମୁ  ଏହି କାର୍ଯ୍ୟକ୍ରମ କୁ  ଉଦଘାଟନ କରିଥିବାବେଳେ ନନ୍ଦାହାଣ୍ଡି ଭାର ପ୍ରାପ୍ତ ବିଇଓ ସୌମେନ୍ଦ୍ର ଭୌମିକ ସଭାପତିତ୍ୱ କରିଥିଲେ, ମୁଖ୍ୟବକ୍ତା ଭାବେ ରଶ୍ମିତା ମାଝୀ,ଶରତ ଚନ୍ଦ୍ର ଦାସ,ଚିତ ରଞ୍ଜନ ପଟନାୟକ,ଉତମା ହରିଜନ,ଧନୁର୍ଜୟ ମାଝୀ,ହରିହର ବେହେରା ସଦନ ଗୌଡ଼ ଉପାଧ୍ୟକ୍ଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଶଙ୍କର୍ଷଣ ଦାସ ଦହଣା ଉଚ୍ଚ ବିଦ୍ୟାଳୟ,ରାଜ ବର୍ଦ୍ଧନ ବିଷୋୟୀ  ଡିଏ ଉଆଇ ନନ୍ଦାହାଣ୍ଡି,କ୍ରିଷ୍ଣl ପାଇକ ଦହଣା ଉଚ୍ଚ ବିଦ୍ୟାଳୟ,ତପସ୍ପିନି ହରିଜନ ଡଙ୍ଗର ଭେଜା ଉଚ୍ଚ ବିଦ୍ୟାଳୟ,ଓମ ପ୍ରକାଶ ବିଶ୍ୱାଳ ସରସ୍ୱତି ଶିଶୁମନ୍ଦିର ନୁଆଁଗଡ଼ ପ୍ରମୂଖ  ଜିଲ୍ଳା ସ୍ତରୀୟ ବିଜ୍ଞାନ ମେଳା ପାଇଁ ଉତୀର୍ଣ୍ଣ ହୋଇଛନ୍ତି l ଏହି କାର୍ଯ୍ୟକ୍ରମ କୁ ବାଳ କୃଷ୍ଣ ବିଷୋୟୀ ପରିଚାଳନା କରି ଥିଲେ l

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ନୂଆଁଖାଇ ସଯବାଜରେ ଚଳଚଞ୍ଚଳ ଗାଁ ଠୁଁ ସହର

Sunil Chandra Nayak

ସରକାର ଙ୍କ ପ୍ରତେକ ଯୋଜନା ଓ କାର୍ଯ୍ୟକ୍ରମ କୁ ସମୟ ସୀମା ମଧ୍ୟରେ ଶେଷ କରାଯିବ , କହିଲେ ନୂଆ ଜିଲ୍ଲାପାଳ

Sunil Chandra Nayak

ନବରଙ୍ଗପୁର ରେ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!