ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାରବେସାଲ ଗାଁ ରେ ଲଷ୍ମୀ ପୂଜା ସମ୍ପନ୍ନ

 ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣିଜରା ଗ୍ରାମ ପଞ୍ଚାୟତ ର ବାର ବେସାଲ ଗାଁରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲଷ୍ମୀ ପୂଜା ଧୁମଧାମରେ ପାଳିତ ହୋଇଯାଇଛି ।ଏଥିରେ କର୍ତ୍ତା ଭାବରେ ଈଶ୍ୱର ରାଉତ ଏବଂ ତାଙ୍କ ପତ୍ନୀ କୁସମା ରାଉତ ଦାୟିତ୍ୱ ତୁଲାଇଥିଲେ ।ଏଥିରେ ପୂଜକ ଭାବରେ ଅଜିତ ପୁରୋହିତ ଏବଂ ଶାନ୍ତନୁ ପୁରୋହିତ ଦାୟିତ୍ୱ ଗ୍ରହଣ କରି ଥିବା ବେଳେ ଆୟୋଜକ କମିଟିର ସଭାପତି ଅନିଲ ମେହେର ,ସମ୍ପାଦକ ଗିରିଶ ମାଝି ଏବଂ କୋଷାଧକ୍ଷ ଜଳନ୍ଧର ମାଝି ,ସୁନୀଲ ମେହେର ,ଘନ ଶ୍ୟାମ ପୁଝ।ରି ,ଜୟସେନ କୈବର୍ତ୍ତ ,ହରିଶ୍ଚନ୍ଦ୍ର ବେମାଲ ,ଦୀପକ ମେହେର ଏବଂ ରିଙ୍କୁ ମେହେର ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ । ପୂଜାରେ ପୁରାଣ ଗାୟକ ଭାବରେ ଉମାକାନ୍ତ ପାଣିଗ୍ରାହୀ ଦାୟିତ୍ୱ ଗ୍ରହଣ କରି ଥିବା ବେଳେ ସୁଦର୍ଶନ ପଟେଲ ,ଜ୍ୟୋତି ରଞ୍ଜନ ସାହୁ ଏବଂ ଧର୍ମରାଜ ପାତ୍ର ସହଯୋଗ କରିଥିଲେ ।ପୂଜାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।ଏଥିରେ ଜୁନାଗଡ଼ ବ୍ଲକ ଅଧକ୍ଷା ସବିତା ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଥିବା ବେଳେ ସମ୍ମାନିତ   ଅତିଥି ରୂପେ ବଣିଜରା ସରପଞ୍ଚ ଦିବ୍ୟ ଭାରତୀ ଲହଜଳ ଯୋଗଦାନ କରିଥିଲେ ।କାର୍ଯ୍ୟକ୍ରମ ରେ କିଶୋର ପୁଝ।ରି ,ବିଭୁ ରଞ୍ଜନ ପୁଝ।ରି ,ମନରଞ୍ଜନ ପୁଝ।ରି ,ପିତାମ୍ବର ପୁଝ।ରି ,ଚିତ୍ରସେନ ନ।ଏକ ଏବଂ କଳ୍ପେଶ୍ୱର ବେମାଲ ପ୍ରମୁଖ ସହଯୋଗ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଭବାନୀପାଟଣା ଠାରେ ବିଶ୍ଵ ଦକ୍ଷତା ବିକାଶ ଦିବସ ପାଳିତ

Sunil Chandra Nayak

କବି ଦୀନକୃଷ୍ଣ ଦାସଙ୍କ ସ୍ମୃତି ଚାରଣ ଉତ୍ସବ

Sunil Chandra Nayak

ମସ୍କାଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!