ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଉତ୍ସବ ଘୁମୁରା ପ୍ରତିଯୋଗିତା ଉପ କମିଟିର ବୈଠକ  

ଭବାନୀପାଟଣା ୧୨.୧୨.୨୦୨୨ : ଗତ କାଲି ୧୧.୧୨.୨୨ ରିଖ ରବିବାର ଦିବା ୧୧ ଘଟିକା ସମୟରେ ଓଡ଼ିଶା ଜୀବିକା କାର୍ଯ୍ୟାଳୟରେ ଘୁମୁରା ସବ୍ କମିଟି ର ଅଧ୍ୟକ୍ଷ ଶ୍ରୀ ଗୌରାଙ୍ଗ ରାଉତଙ୍କ ସଭାପତିତ୍ବ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ନୋଡାଲ ଅଧିକାରୀ ଶ୍ରୀ ପ୍ରଶାନ୍ତ ମିଶ୍ର ସଭା ପରିଚାଳନା କରିଥିଲେ ଏବଂ ଏହା ସହିତ ବଜେଟ୍ ଆଗତ କରି ସଂସ୍କୃତି ପରିଷଦ ଅଧିକାରୀଙ୍କ କାର୍ଯ୍ୟାଳୟରେ ଉପସ୍ଥାପନା କରିଥିଲେ । ଏଥିରେ ସବ୍ କମିଟିର ସଦସ୍ୟ ତୀର୍ଥରାଜ ଦଳପତି, ସୁଜିତ୍ କୁମାର ବେହେରା, କୈଳାଶ ସିଂ, ପ୍ରଦୀପ ଧଙ୍ଗଡାମାଝୀ, ସକିତ ରତେ, ଭାରତ ଭୂଷଣ ଚଲାଣ, ମହେଶ୍ୱର ସରାଫ ପ୍ରମୁଖଙ୍କ ଉପସ୍ଥିତିରେ ପ୍ରସ୍ତାବମାନ ଆଗତ ଓ ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଥିଲା ।

ମସିହା ନିଉଜ ସର୍ଭିସ୍ 

Related posts

ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କ ମତ୍ସ୍ୟ ଅବତାର ବେଶ

Sunil Chandra Nayak

ଦ୍ରୌପଦୀ ମୁର୍ମୁ ଙ୍କ ବିଜୟୀ ପାଇଁ ବିଜେପି ର ପୂଜାର୍ଚନା

Sunil Chandra Nayak

ଶାନ୍ତିପୂର୍ଣ୍ଣ ଭାବରେ ଥୁଆମୂଳ ରାମପୁର ବ୍ଳକରେ ବାହୁଡା ଯାତ୍ରା ସମାପନ

Sunil Chandra Nayak

Leave a Comment

error: Content is protected !!