ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସ ର  ଜିଲ୍ଲା ଯୁବ ସମ୍ପାଦକ ଓ ଡାବୁଗାଁ ବ୍ଲକ ଯୁବ ସଭାପତି ମନୋନୀତ

ନବରଙ୍ଗପୁର—ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଭବନ ଠାରେ ଜିଲ୍ଲା ଯୁବ କଂଗ୍ରେସ ଯୁବ ସଭାପତି ଦ୍ଵାରିକା ମହାପାତ୍ର ଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଓଡିଶା ଯୁବ କଂଗ୍ରେସ ସଭାପତି ସ୍ମ୍ରୁତି ରଞ୍ଜନ ଲେଙ୍କା,ସମ୍ମାନୀତ ଅତିଥି ଜିଲ୍ଲା ସଭାପତି ମୁନା ତ୍ରିପାଠୀ,ଡାବୁଗାଁ ବ୍ଲକ ସଭାପତି ଜି ସାଇ ରାଜୁ,ଡାବୁଗାଁ ବ୍ଲକ ଉପ-ସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା,ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ୍  ବଂଶୀଧର ମାଝୀ,ରାମେଶ୍ଵର ପାଣିଗ୍ରାହୀ ପ୍ରମୁଖ ବହୁ କଂଗ୍ରେସ କର୍ମୀଙ୍କ ଉପସ୍ତିତି ରେ ଜିଲ୍ଲା ଯୁବ ସମ୍ପାଦକ ଭାବେ ନୁରେନ୍ ତନ୍ତୀ ଙ୍କୁ ଓ ଡାବୁଗାଁ ବ୍ଲକ ଯୁବ ସଭାପତି ଭାବେ ଶଶୀଧର ମାଝୀ ଙ୍କୁ ମନୋନୀତ କରିଥିବାରୁ କଂଗ୍ରେସ ଜିଲ୍ଲା କର୍ମକର୍ତ୍ତା ଓ ଡାବୁଗାଁ ବ୍ଲକ କର୍ମକର୍ତ୍ତା ମାନଙ୍କୁ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ରାଇରଙ୍ଗପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ,ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଉପସ୍ଥିତ ଜନତାଙ୍କୁ ଅନୁରୋଧ 

masiha

ନିର୍ବାଚନ ମଇଦାନରେ ମୁହାଁ ମୁହିଁ ହେବେ ବିଜେଡି-କଂଗ୍ରେସ — ମନୋହର ବନାମ୍ ଲିପିକା ଲଢେଇ– 

masiha

ବିଶ୍ବନାଥପୁରରେ ବିଜେଡିର ଜୋନସ୍ତରୀୟ ବୈଠକ ଅନୁଷ୍ଠିତ: ଯୋଗଦେଲେ ବିଧାୟକ

Leave a Comment

error: Content is protected !!