ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୁତି ଭବନରେ ବାଳ ସଂସ୍କାର କାର୍ଯ୍ୟକ୍ରମ

ରାଉରକେଲା / ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ସେକ୍ଟର ୧୯ ଆଖଣ୍ଡଳମଣି ମନ୍ଦିର ସ୍ଥିତ ଶ୍ରୁତି ଭବନ ତରଫରୁ ଏକ ଦିବସୀୟ ବାଳ ସଂସ୍କାର କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଗୁରୁଜୀ ଆଚାର୍ଯ୍ୟ ପ୍ରଣବ ଚୈତନ୍ୟ ଓ ଗୁରୁମା ବ୍ରହ୍ମଚାରିଣୀ ଗୀତାଞ୍ଜଳୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିବା କାର୍ଯ୍ୟକ୍ରମକୁ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଓ ଛୋଟ ପିଲା ଭାଗ ନେଇ ଏହି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଛନ୍ତି । ଏଥିସହିତ ବାପା ମାଆଙ୍କ ସହଯୋଗ ମଧ୍ୟ ଆଜିର କାର୍ଯ୍ୟକ୍ରମକୁ ବହୁତ ପ୍ରେରଣାଦାୟୀ ଓ ସୁନ୍ଦର କରି ତୋଳିପାରିଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଭୁବନ ରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଯୁବ ସମ୍ମିଳନୀ

Sunil Chandra Nayak

ଶିକ୍ଷା ଆମ ଅଧିକାର, ଏକତା ଆମ ଶକ୍ତି ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ୱୀକୃତି ପାଇଁ ଜନଆନ୍ଦୋଳନର ଆହ୍ୱାନ

Sunil Chandra Nayak

ଦୁର୍ନୀତି ବିରୋଧୀ ଅଭିଯାନ ର ଜିଲ୍ଳାସ୍ତରୀୟ ବୈଠକ

Leave a Comment

error: Content is protected !!