ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୨ ମୌଜାରେ ସମବାୟବିତ୍ କାଳନ୍ଦୀ ଚରଣ ସେନାପତିଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ ଓ ସ୍ମୃତି ଚାରଣ 

୪୨ ମୌଜାରେ ସମବାୟବିତ୍ କାଳନ୍ଦୀ ଚରଣ ସେନାପତିଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ ଓ ସ୍ମୃତି ଚାରଣ 

କଟକ : ୪୨ ମୌଜା ଧଳେଶ୍ୱର ଗ୍ରାମର ସ୍ବର୍ଗତ କାଳନ୍ଦୀ ଚରଣ ସେନାପତିଙ୍କର ସ୍ମୃତି ଚରଣ ସଭା ପ୍ରତିଭା ବିକାଶ ପ୍ରତିଷ୍ଠାନ କଟକ ସଦର ସଭାପତି ସଦର ଅଞ୍ଚଳର ଜଣାଶୁଣା ସାମାଜିକକର୍ମୀ ଇଂ.ଅଶୋକ କୁମାର ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ୪୨ ମୌଜା ଶାନ୍ତି କମିଟି,ଓଡ଼ିଶା ରିଟାୟାଡ୍ ଏମ୍ପଲୟି ଫେଡେରେସନ ୪୨ ମୌଜା ଶାଖା,୪୨ ମୌଜା ବିକାଶ ପରିଷଦ,ପ୍ରତିଭା ବିକାଶ ପ୍ରତିଷ୍ଠାନ କଟକ ସଦର କର୍ମକର୍ତ୍ତା ଉପସ୍ଥିତ ରହି ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିବା ସହ ସ୍ମୃତି ଚାରଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁନାମ ଧନ୍ୟ ଶିକ୍ଷକ ଶରତ ଚନ୍ଦ୍ର ଦାସ,ବରିଷ୍ଠ ବିଜେପି ନେତା ଧିରେନ୍ ସେନାପତି,ମନୋଜ ବିଶ୍ବାଳ,ତପନ ସେନାପତି,ଅଶୋକ ମହାନ୍ତି, ସୁବାଷ ଚନ୍ଦ୍ର ଗୋଛ।ୟତ,ବିନୋଦ ବିହାରୀ ବେହେରା,ଶିବ ଶଙ୍କର ମଲ୍ଲିକ,କିଶୋର ସେନାପତି,ସ୍ଵାଧୀନ ଶେଖର ଷଡ଼ଙ୍ଗୀ,ଶରତ ରାୟ,ଅଭିରାମ ଦଳାଇ,ଶରତ ଚନ୍ଦ୍ର ସେନାପତି,ଖଳିକୁଲ ଜମନ୍ ଖାନ୍,ପ୍ରମୋଦ ବେହେରା,ନିରଞ୍ଜନ ସେନାପତି,କମଳା କୁମାରୀ ସେନାପତି,ଗୋଲେଖମଣି ସ୍ୱାଇଁ,ପୂର୍ଣ୍ଣଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ କରିଥିଲେ। ଶିକ୍ଷକ ଅଭୟ କୁମାର ଦାସ ଅନ୍ୟବାଦ ଅର୍ପଣ କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣାରେ ବିଶ୍ୱ ପରିବେଶ ଦିବସ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ଙ୍କୁ ସମ୍ମାନିତ କଲେ କଳାହାଣ୍ଡି ଜିଲ୍ଲାପାଳ…

ଚତୁର୍ଥ ଦିନରେ ବସୁମତୀ ସ୍ନାନ ସହିତ ଶେଷ ହେଲା ରଜ ପର୍ବ : ମା ଇନ୍ଦିରା ମହିଳା ସମିତି ପକ୍ଷରୁ ବସୁମତୀ ସ୍ନାନ

Sunil Chandra Nayak

କବି ସିଙ୍ଗିଶିଟି ସଞ୍ଜୀବ ଆଉ ନାହାଁନ୍ତି

Sunil Chandra Nayak

Leave a Comment

error: Content is protected !!