ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୌଶଳୀ କୁଇନ ମୀରା ବାଇ ପାଣିଗ୍ରାହୀ ସମ୍ମାନିତ

ନୂଆପଡା // ନୂଆପଡା ଜିଲ୍ଲା କୋମନା ଗ୍ରାମ ନିବାସୀ କୋଶଲି କୁଇନ୍ ମୀରା ଵାଈ ପାଣିଗ୍ରାହୀ । ତାଙ୍କୁ ଗତ ପୈ।ଷ ପୂର୍ଣ୍ଣିମା ଅବସରରେ ହୋଇଥିବା ,,କବିତା ଆସରରେ ବରଗଡ ଜିଲ୍ଲାର ବରପାଲି ଆମ୍ବେଦକର ଭବନରେ ଜୁଏହୁଲା ସାହିତ୍ୟ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଛି। ବିଭିନ୍ନ ଅନୁଷ୍ଠାନ ରୁ ଗୁଣୀ ଗ୍ୟାନୀ ସାରସ୍ଵତ ସ୍ରଷ୍ଟା ଆସି ସାହିତ୍ୟ ସମାରୋହରେ ଯୋଗ ଦେଇଥିଲେ। କବିୟତ୍ରୀ ମୀରା ବାଈ ପାଣିଗ୍ରାହୀ ଏକାଧାରରେ ଜଣେ ଗାଳ୍ପିକା,ଲେଖିକା ଗାୟିକା,କମେଡିଏନ୍, ଅଭିନେତ୍ରୀ, ଶିକ୍ଷୟିତ୍ରୀ ସହ ସବୁ କାମ ରେ ନିପୁଣା ସୁ ଗୃହିଣୀ । ବହୂ ଗୁଣ ର ଅଧିକାରୀଣି ହୋଇଥିବା ହେତୁ ତାଙ୍କୁ କୋଶଲି କୁଇନ୍ ଉପାଧି ରେ ଭୂଷିତ କରା ଯାଇଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜାତୀୟ ଦାବୀ ଦିବସ ଅବସରରେ ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ରଙ୍ଗେଈଲୁଣ୍ଡା ଶାଖା ତରଫରୁ ବିକ୍ଷୋଭ ପ୍ରଦର୍ଶନ 

Sunil Chandra Nayak

ରାସ୍ତା ଓ ବିଜୁଳି ଭଳି ମୌଳିକ ସୁବିଧାରୁ ବଞ୍ଚିତ ଗାଁ କୁସୁମବାହାଳ |ସ୍ୱାଧୀନତାର ୭୬ବର୍ଷ ପରେ ବି ପ୍ରଶାସନର ଦୃଷ୍ଟି ପଡିନି 

masiha

ସ୍ଵୟଂ ସହାୟକ ଗୋଷ୍ଠୀ ଓ ପଞ୍ଚାୟତିରାଜ ଅନୁଷ୍ଠାନ ସହଭାଗିତା ଉପରେ ତାଲିମ 

masiha

Leave a Comment

error: Content is protected !!