ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୌଶଳୀ କୁଇନ ମୀରା ବାଇ ପାଣିଗ୍ରାହୀ ସମ୍ମାନିତ

ନୂଆପଡା // ନୂଆପଡା ଜିଲ୍ଲା କୋମନା ଗ୍ରାମ ନିବାସୀ କୋଶଲି କୁଇନ୍ ମୀରା ଵାଈ ପାଣିଗ୍ରାହୀ । ତାଙ୍କୁ ଗତ ପୈ।ଷ ପୂର୍ଣ୍ଣିମା ଅବସରରେ ହୋଇଥିବା ,,କବିତା ଆସରରେ ବରଗଡ ଜିଲ୍ଲାର ବରପାଲି ଆମ୍ବେଦକର ଭବନରେ ଜୁଏହୁଲା ସାହିତ୍ୟ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଛି। ବିଭିନ୍ନ ଅନୁଷ୍ଠାନ ରୁ ଗୁଣୀ ଗ୍ୟାନୀ ସାରସ୍ଵତ ସ୍ରଷ୍ଟା ଆସି ସାହିତ୍ୟ ସମାରୋହରେ ଯୋଗ ଦେଇଥିଲେ। କବିୟତ୍ରୀ ମୀରା ବାଈ ପାଣିଗ୍ରାହୀ ଏକାଧାରରେ ଜଣେ ଗାଳ୍ପିକା,ଲେଖିକା ଗାୟିକା,କମେଡିଏନ୍, ଅଭିନେତ୍ରୀ, ଶିକ୍ଷୟିତ୍ରୀ ସହ ସବୁ କାମ ରେ ନିପୁଣା ସୁ ଗୃହିଣୀ । ବହୂ ଗୁଣ ର ଅଧିକାରୀଣି ହୋଇଥିବା ହେତୁ ତାଙ୍କୁ କୋଶଲି କୁଇନ୍ ଉପାଧି ରେ ଭୂଷିତ କରା ଯାଇଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବଡ଼ ପୋଡ଼ାଗୁଡା ପଞ୍ଚାୟତରେ ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ରବୀନ୍ଦ୍ର ପଧାନ ଙ୍କ ପରଲୋକ, ଶୋକ ର ଛାୟା 

Sunil Chandra Nayak

ମମତା ପ୍ରକଳ୍ପ ଜାଗୃତି ଦ୍ଵାରା ରାଷ୍ଟ୍ରୀୟ ଶିକ୍ଷା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!