ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାଇଘର ମିନି ଷ୍ଟାଡିୟମରେ ହକି ବିଶ୍ଵକପ୍ ଉପଲକ୍ଷେ ବ୍ଲକ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ

ରାଇଘର, // ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମିନି ଷ୍ଟାଡିୟମ ଠାରେ ହକି ବିଶ୍ଵ କପ୍ ଉପଲକ୍ଷେ ବ୍ଲକ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ ହୋଇଯାଉଛି। ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷା ନବୀନା ନାୟକ, ବ୍ଲକ ଉପାଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର, ଜିଲ୍ଲା ପରିଷଦ ଉପାଧ୍ଯକ୍ଷା ଲିପିକା ବାରୋଇ, ଉମରକୋଟ ପୁର୍ବତନ ବିଧାୟକ ସୁବାସ ଗଣ୍ଡ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ଚିତ୍ତରଂଜନ ଗଣ୍ଡ, ସାଂସଦ ପ୍ରତିନିଧି ତଥା ବିଜୁ କେବିକେ ଯୋଜନା ଉପଦେଷ୍ଟା ଶୁକଦେବ ଗଣ୍ଡ, ସ୍ଥାନୀୟ ସରପଂଚ ଲମ୍ବୋଦର ମାଝୀ, ଙ୍କ ସମେତ ଗୋଷ୍ଟି ଉନ୍ନୟନ ଅଧିକାରୀ ଦେବାଶିଷ କର, ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ବିଜୟ କୁମାର ସେଠୀ, ସମ୍ପ୍ରସାରଣ ଅଧିକାରୀ ଅଜିତ କୁମାର ନନ୍ଦ ବ୍ଲକ ପ୍ରାସାସନିକ ଅଧିକାରି ପ୍ରମୁଖ ଉପସ୍ଥିତ ଥିଲେ।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟନ

masiha

ନରେନ୍ଦ୍ର ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ଶୁଭାରମ୍ଭ

ଓଡିଶା ଷ୍ଟେଟ ଓପନ ସୁଟିଂ ଚମ୍ପିୟାନସିପ ୨୦୨୩ ରେ ଚମ୍ପିୟାନ ହେଲେ ଜୁନାଗଡ଼ ର ଅରବିନ୍ଦ ସାହୁ    

masiha

Leave a Comment

error: Content is protected !!